Latest Odisha News

BREAKING NEWS

କରୋନା କାଳରେ ଏକ ନମ୍ବର ସାବୁନ ହେଲା ଡେଟଲ

ନୂଆଦିଲ୍ଲୀ: କରୋନା କାଳରେ ବାଜି ମାରିଛି ଡେଟଲ ସାବୁନ । ରିପୋର୍ଟ ମୁତାବକ ଡେଟଲ ପ୍ରଥମଥର ପାଇଁ ଲାଇଫବୟ ଓ ଲକ୍ସକୁ ପଛରେ ପକାଇ ଦେଶରେ ଏକ ନମ୍ବର ବ୍ରାଣ୍ଡ ହୋଇଛି । ଗ୍ଲୋବାଲ ମାର୍କେଟ ବିକ୍ରିରେ ୬୨ ପ୍ରତିଶତ ଉନ୍ନତି ହୋଇଛି । ଭାରତୀୟ ମାର୍କେଟରେ ଏହା ୪୩୦ବେସିସି ପଂଏଟକୁ ଉନ୍ନୀତ ହୋଇଛି ।

୨୦୧୯ରେ ଲାଇଫବୟ (୧୩.୧), ଗୋଡ୍ରେଜ(୧୨.୩) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ ସମୟରେ ଡେଟଲ ଶେୟାର ମାତ୍ର ୧୦.୪ ପ୍ରତିଶତ ରହିଥିଲା । କରୋନାକୁ ରୋକିବା ପାଇଁ ହାତ ଧୋଇବା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହାର ପ୍ରଭାବ ଯୋଗୁ ସାବୁନ କମ୍ପାନୀଗୁଡିକ ଫାଇଦାରେ ରହିଛନ୍ତି ।

Leave A Reply

Your email address will not be published.