Latest Odisha News

BREAKING NEWS

ବାଙ୍କୀରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବିଜୟୀ

କଟକ: କଟକ ଜିଲ୍ଲା ବାଙ୍କୀରେ ଜିତିଲା ବିଜେଡି । ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ବିଜୟ । ୧୬ ହଜାର ୮୬୪ ଖଣ୍ଡ ଭୋଟରେ ଦେବୀରଞ୍ଜନ ତ୍ରିପାଠୀ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରିଛନ୍ତି । ୬୮ ହଜାର ୭୫୨ ଭୋଟରେ ଜିତିଛନ୍ତି ଦେବୀ ତ୍ରିପାଠୀ

କେବଳ ୨୦୦୪ ମସିହାକୁ ଛାଡିଦେଲେ ଏହି ଆସନରୁ ୨୦୦୦ ମସିହାରୁ ବିଜେଡି ଜିତି ଆସୁଛି । ଦେବୀରଞ୍ଜନ ତ୍ରିପାଠୀଙ୍କ ବାପା ପ୍ରଭାତ ରଞ୍ଜନ ତ୍ରିପାଠୀ ଏହି ଆସନରୁ ବିଜୟୀ ହେଇ ଆସୁଥିଲେ । ହେଲେ ଗତ ନିର୍ବାଚନରେ ଦେବୀ ରଞ୍ଜନଙ୍କୁ ପ୍ରାର୍ଥୀ କରିଥିଲା ଦଳ । ଯଦିଓ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ ହୋଇଥିଲେ ଏଥର କିନ୍ତୁ ସେ ବିଜ ହାସଲ କରି ଦଳର ଭରଷା କୁ ଜିତିଛନ୍ତି ।

Leave A Reply

Your email address will not be published.