ଧାମନଗର: ଧାମନଗର ଫଳାଫଳ ଆଉ କିଛି ସମୟ ପରେ ପ୍ରକାଶ ପାଇବ । ୧୧ତମ ରାଉଣ୍ଡ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଆଗୁଆ ରହିଆସିଛନ୍ତି । ଭୋଟରଙ୍କ ମତାମତ ନେଇ ଯାହା ଆଶା କରୁଥିଲେ ସୂରଜ, ଫଳାଫଳ ତାଙ୍କ ସପକ୍ଷରେ ଯାଉଥିବା ଦେଖିବାକୁ ମିଳୁଛି । ବିଜେପି ପୁଣି ଗଡ଼ ଜିତିବା ନେଇ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି । ୧୧ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୫୩୧୦ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୪୯,୭୯୪ ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୪୪,୪୮୪ ଭୋଟ୍ । କଂଗ୍ରେସ ପଛରେ ପଡିଥିବା ଦେଖିବାକୁ ମିଳିଛି । ବାବା ହରେକୃଷ୍ଣ ସେଠୀଙ୍କୁ ୨୦୪୬ ଖଣ୍ଡ ଭୋଟ୍ ମିଳିଛି । ସୂରଜଙ୍କ ବିଜୟ ନେଇ ତାଙ୍କ ସମର୍ଥକମାନେ ଉଲ୍ଲସିତ ହୋଇପଡିଛନ୍ତି । ଭୋଟ୍ ଗଣତି ବାହାରେ ଖୁସି ମନାଉଥିବା ଦେଖିବାକୁ ମିଳୁଛି ।
BREAKING NEWS
- ପ୍ରଥମ ଆଇଫୋନ୍ର ଦାମ୍ ଥିଲା ଏତିକି, ଜାଣନ୍ତୁ ଭାରତରେ କେଉଁ ମଡେଲ୍ ପ୍ରଥମେ ଆଣିଥିଲା ଆପଲ୍
- ବଡ଼ ପରଦାରେ ବି ହିଟ୍ ହେଲା ‘ମିର୍ଜାପୁର’: ୪ ଦିନରେ ଆୟ କଲା ୧୦୦ କୋଟିରୁ ଅଧିକ ଟଙ୍କା
- ପିତୃ ଦୋଷ କ’ଣ ଏବଂ ଏହା ଜୀବନ ଉପରେ କି ପ୍ରଭାବ ପକାଏ? ପିତୃ ପକ୍ଷରେ କରନ୍ତୁ ଏହି ସ୍ୱତନ୍ତ୍ର ପ୍ରତିକାର
- ନାଗୋୟାରେ ପ୍ରବଳ ବନ୍ୟା: ଏସୀୟ କ୍ରୀଡ଼ା ଉପରେ ପଡ଼ିବ ନାହିଁ କୌଣସି ପ୍ରଭାବ
- ବାଲେଶ୍ୱରରୁ ୫ ଓରାଂଓଟାନ୍ ଉଦ୍ଧାର ଘଟଣା: ଖୋଳତାଡ଼ କରୁଛି ଏସ୍ଟିଏଫ୍, ଆନ୍ତର୍ଜାତୀୟ ଲିଙ୍କ୍ ସନ୍ଦେହ
- ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍ ରେଲୱେ ଟ୍ରାକ୍କୁ ମଞ୍ଜୁରୀ
- Trade war:ଆମେରିକା କାନାଡାର ଏହି ସମସ୍ତ ସାମଗ୍ରୀ ଉପରେ ଲଗାଇଲା କଟକଣା; ଉଭୟ ଦେଶ ମଧ୍ୟରେ ବଢିଲା ଟ୍ରେଡ ଓ୍ବାର
- ସ୍କ୍ରବଟାଇଫସ୍ ନିୟନ୍ତ୍ରଣ ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥାକୁ ଗୁରୁତ୍ବ ଦେଲେ ସ୍ଵାସ୍ଥ୍ୟ ମନ୍ତ୍ରୀ, ଆତଙ୍କିତ ନହେବାକୁ ଦେଲେ ପରାମର୍ଶ
- Oxygen Cylinder Blast:ଅନଲୋଡ୍ ବେଳେ ଖସିପଡ଼ିଲା ଅମ୍ଳଜାନ ସିଲିଣ୍ଡର…ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ, ୪ ଆହତ
- Graduate Crisis: ଡିଗ୍ରୀ ଅଛି, କାହିଁକି ନାହିଁ ଚାକିରି? ନୀତି ଆୟୋଗର ବଡ଼ ଖୁଲାସା, ‘ସାର୍ଟିଫିକେଟ୍ ନୁହେଁ, ସ୍କିଲ୍ ହିଁ ଚାକିରିର ଚାବି’!


Comments are closed.