Latest Odisha News

BREAKING NEWS

‘ପିଏମ୍ କେୟାରସ୍‌’ ପାଣ୍ଠିକୁ ଏକ କୋଟି ଟଙ୍କା ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ‘ପିଏମ୍ କେୟାରସ’ ଫଣ୍ଡକୁ ଏକ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କେଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇ ଧର୍ମେନ୍ଦ୍ର ପ୍ରଧାନ ନିଜ ମାସକର ଦରମା ସହ ସାଂସଦ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଛନ୍ତି ।

ଏନେଇ ସେ ଟ୍ୱିଟ୍ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି କଠିନ ସମୟରେ ଆସନ୍ତୁ ଯେଉଁମାନେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ପାଇଁ ଠିଆ ହେବା । କରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଁ ମୋ ମାସକର ଦରମା ଏବଂ ମୋର ସାଂସଦ ପାଣ୍ଠିରୁ ପ୍ରଧାନମନ୍ତ୍ରୀଙ୍କ କେୟାରସ୍ ଫଣ୍ଡକୁ ଏକ କୋଟି ଟଙ୍କା ପ୍ରଦାନ କରୁଛି ବୋଲି ସେ କହିଛନ୍ତି ।

Comments are closed.