Latest Odisha News

BREAKING NEWS

ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କୁ କରୋନା

ଭୁବନେଶ୍ୱର: ବିଜେଡି ନେତା ତଥା ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେ ଏସମ୍ପର୍କରେ ସୋମବାର ଦିନ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି ଏବଂ ମୁଁ ସଙ୍ଗରୋଧରେ ଅଛି।

“ସମସ୍ତଙ୍କୁ ଅନୁରୋଧ କରୁଛି ମୋର ଏବଂ ମୋ ପିଏସଓଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତାଙ୍କର କରୋନା ପରୀକ୍ଷା କରିନିଅନ୍ତୁ ଏବଂ ସଙ୍ଗରୋଧରେ ରୁହନ୍ତୁ” ବୋଲି ସେ ଅନୁରୋଧ ମଧ୍ୟ କରିଛନ୍ତି ।

ଅଧିକ ପଢନ୍ତୁ- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କରୋନା ଆକ୍ରାନ୍ତ ଚିହ୍ନଟ

ଅଧିକ ପଢନ୍ତୁ- ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କରୋନା

Leave A Reply

Your email address will not be published.