Latest Odisha News

ମା’ ହେଲେ ଦିୟା

ମୁମ୍ବାଇ: ମା ହେଲେ ଅଭିନେତ୍ରୀ ଦିୟା ମିର୍ଜା। ଦିୟା ମିର୍ଜା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି।  ଏ ନେଇ ସେ ସୋସିଆଲ୍‌ ମିଡିଆରେ ଏହି ଖବର ତାଙ୍କ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେ ସେମାନଙ୍କର ସମସ୍ତ ଶୁଭେଚ୍ଛୁ ଏବଂ ପ୍ରଶଂସକମାନଙ୍କୁ ସେମାନଙ୍କର ଯାତ୍ରା ସମୟରେ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ଦିୟା ଏବଂ ବୈଭବ ସେମାନଙ୍କର ନବଜାତ ଶିଶୁର ନାମ ଦେଇଛନ୍ତି ଅଭିୟାନ। ଫେବୃଆରୀ ୧୫ରେ ମୁମ୍ବାଇରେ ଏକ ଘନିଷ୍ଠ ସମାରୋହରେ ଦିଆ ମିର୍ଜା ଏବଂ ବୈଭବ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

Leave A Reply

Your email address will not be published.