Latest Odisha News

BREAKING NEWS

ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବେ ଦିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଖୁବ୍ ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ଦିୟା ମିର୍ଜା ଓ ବ୍ୟବସାୟୀ ବୈଭବ ରେଖୀଙ୍କ ବିବାହ ଫେବୃୟାରୀ ୧୫ରେ ଆୟୋଜିତ ହେବ । ଏଥିରେ ବହୁତ କମ୍ ଲୋକ ଯୋଗ ଦେବେ । ତେବେ ଏ ନେଇ ବିଧିବଦ୍ଧ ଭାବେ ଉଭୟଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ ।

ପୂର୍ବରୁ ସାହିଲ ସଙ୍ଘାଙ୍କ ସହ ଦିୟାଙ୍କ ବିବାହ ହୋଇଥିଲଶ । ୧୧ ବର୍ଷ ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଥିଲେ । ଲକଡାଉନ ସମୟରେ ଦିୟା ଏବଂ ବୈଭବ ପରସ୍ପର ନିକଟତର ହୋଇଥିଲେ ।

Leave A Reply

Your email address will not be published.