Latest Odisha News

BREAKING NEWS

୮ ବର୍ଷର କୁକୁର ହେଲା ୫ ମିଲିୟନ୍ ଡଲାର୍‌ର ଉତ୍ତରାଧିକାରୀ

ନୂଆଦିଲ୍ଲୀ: ଗୋଟିଏ ୮ ବର୍ଷର କୁକୁର ତା ମାଲିକଙ୍କ ମୃତ୍ୟୁ ପରେ ୫ ମିଲିୟନ୍ ଡଲାର୍‌ର ଉତ୍ତରାଧିକାରୀ ହେବା ପରେ ଏହି ଘଟଣା ଏବେ ଇଣ୍ଟରନେଟରେ ଭାଇରାଲ ହୋଇଛି।

ସୂଚନା ଅନୁଯାୟୀ ଏହି ଟଙ୍କା ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ, ଯାହା ଦ୍ବାରା ଏହି ଅର୍ଥରାଶି କୁକୁରଟିର ଯତ୍ନ ନେବାରେ ବ୍ୟବହାର କରାଯାଇପାରିବ। ରିପୋର୍ଟ ଅନୁଯାୟୀ, ଡୋରିସ୍ କୁକୁରକୁ ତାଙ୍କ ବନ୍ଧୁ ମାର୍ଥା ବର୍ଟନ୍‌ଙ୍କ ଯତ୍ନରେ ଛାଡିଥିଲେ।

ବର୍ତ୍ତମାନ, ଡୋରିସ୍‌ଙ୍କ ସମ୍ପତ୍ତିର ମୂଲ୍ୟ କେତେ ତାହା ଅସ୍ପଷ୍ଟ, କିନ୍ତୁ ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ ତାଙ୍କ ବନ୍ଧୁମାନେ ପ୍ରକାଶ କରିଛନ୍ତି ଯେ ତାଙ୍କର ବିପୁଳ ରିଅଲ୍ ଇଷ୍ଟେଟ୍ ହୋଲ୍ଡିଂ ଏବଂ ନିବେଶ ରହିଛି।

ତେବେ ମାଲିକଙ୍କ ମୃତ୍ୟୁ ପରେ ଗୃହପାଳିତ ପଶୁ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ଘଟଣା ପ୍ରଥମ ନୁହେଁ।

Leave A Reply

Your email address will not be published.