Latest Odisha News

BREAKING NEWS

ଦିଲୀପ ରାୟ କରୋନା ସଂକ୍ରମିତ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କରୋନା ସଂକ୍ରମିତ । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ଦିଲୀପ ରାୟ । ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଡାକ୍ତରଙ୍କ ପରମର୍ଶରେ ସଂଗରୋଧରେ ଅଛନ୍ତି ଦିଲୀପ ରାୟ ।

ଏଥିସହ ସମସ୍ତଙ୍କୁ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ବର୍ତ୍ତମାନ କରୋନାର ତୃତୀୟ ଲହରରେ ଆମେ ପହଞ୍ଚି ସାରିଥିବା ବେଳେ ଗାଇଡଲାଇନକୁ ମାନିବାକୁ ଅନୁରୋଧ କରିଛନ୍ତି ଦିଲୀପ ରାୟ ।

Leave A Reply

Your email address will not be published.