Latest Odisha News

BREAKING NEWS

ବାର୍ବି ବାହାର କଲା ବ୍ରିଟେନର ଦ୍ରୁତତମ ଧାବିକା ଡିନା ଆଶେର ସ୍ମିଥଙ୍କ ଲୁକ୍‌ର କଣ୍ଢେଇ

ଲଣ୍ଡନ: ବ୍ରିଟେନଇତିହାସର ଦ୍ରୁତତମ ଧାବିକା ଡିନା ଆଶେର ସ୍ମିଥଙ୍କ ସମ୍ମାନାର୍ଥେ ବାର୍ବି କମ୍ପାନୀ ତାଙ୍କ ଲୁକର କଣ୍ଢେଇ ବାହାର କରିଛି । ଡିନାଙ୍କ ବାର୍ବି କଣ୍ଢେଢ଼ ଛୋଟ ପିଲାଙ୍କୁ ଆଥଲେଟ ପ୍ରତି ଆକୃଷ୍ଟ କରିବା ବୋଲି କମ୍ପାନୀ ଆଶା ବ୍ୟକ୍ତ କରିଛି । ଏହା ମୋ ପାଇଁ ନିଶ୍ଚିତ ଭାବେ ଏକ ସମ୍ମାନର ବିଷୟ ବୋଲି ୨୪ ବର୍ଷୀୟା ଆଥଲେଟ କହିଛନ୍ତି ।

ଏଥର ପିଲାଙ୍କ ହାତରେ ମୁଁ ଖେଳଣା ହେବି ବୋଲି କହି ଅଲିମ୍ପିକ ପଦକ ବିଜେତା ହସିଥିଲେ । ୧୦୦ ମିଟର, ୨୦୦ ମିଟର ଓ ରିଲେରେ ଡିନା ଆଶେର ଅନେକ ରେକର୍ଡ ସ୍ଥାପନ କରିଛନ୍ତି । କମ୍ପାନୀ ଚଳିତ ବର୍ଷ ଫ୍ରେଂଚ ଫୁଟବଲର ଆମେନଡିନ୍ ହେନେରୀ, ପାରାଅଲିମ୍ପିଆନ ସୁମେଭେୟା ବୋୟାକି ଓ ୟୁରୋପିଆନ୍ ସର୍ଫିଂ ଚାମ୍ପିୟନ ଟେରେସା ବୋନଭାଲୋଟ ।

Leave A Reply

Your email address will not be published.