Latest Odisha News

BREAKING NEWS

ପୁଣି ବଲିଉଡକୁ ଝଟକା: ୭୬ ବର୍ଷରେ ପ୍ରାଣ ହରାଇଲେ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହ

ମୁମ୍ବାଇ: ବଲିଉଡ ପାଇଁ ଅଶୁଭ ସବ୍ୟସ୍ତ ହୋଇଛ ୨୦୨୦ ବର୍ଷ । ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ବଡ଼ ମୁଣ୍ଡ । ଆଯୁ ବଲିଉଡ଼କୁ ଲାଗିଛି ଆଉ ଏକ ଝଟକା । ୭୬ ବର୍ଷରେ ପ୍ରାଣ ହରାଇଛନ୍ତି ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶ ଶାହ।

ହରିଶ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ବୁଧବାର ସକାଳ ପ୍ରାୟ ୬ଟାରେ ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି । ହରିଶଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବହୁ ଅଭିନେତା ଅଭିନେତ୍ରୀ।

Leave A Reply

Your email address will not be published.