ଭୁବନେଶ୍ୱର: ରାଜଧାନୀକୁ ବିଶୋଧନ କରିବା ପାଇଁ ସାମିଲ ହେଲା ଡ୍ରୋନ୍ । ଡ୍ରୋନ୍ ଜରିଆରେ ଭୁବନେଶ୍ୱର ରାଜମହଲରୁ ଶିଶୁଭବନ ଛକ ଯାଏଁ କରାଯାଉଛି ସାନିଟାଇଜ ସ୍ପ୍ରେ । ବିଏମ୍ସି ପକ୍ଷରୁ ବିଭିନ୍ନ ଅଂଳଚକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ବିଭକ୍ତ କରାଯାଇ ବିଶୋଧନ କରାଯାଉଛି । ଏଥିରେ ତିନୋଟି ଡ୍ରୋନ୍ ସାମିଲ ହୋଇଛି । ପ୍ରତି ଅଂଚଳରେ ଦୁଇ ମିିଟର ଉଚ୍ଚତାରେ ଡ୍ରୋନ୍ ଉଡି ରାସାୟନିକ ପାଣି ସିଂଚନ କରିଛି ।
ମଙ୍ଗଳବାର ରାଜମହଲ ଛକରୁ ଶିଶୁଭବନ ଛକ ପର୍ୟ୍ୟନ୍ତ ରାସ୍ତାଘାଟକୁ ବିଶୋଧନ କରାଯାଇଛି। ତେବେ ଏଥିପାଇଁ ପ୍ରଶାସନ ଡ୍ରୋନର ସହୟତା ନେଇଛି। ପୂର୍ବରୁ ବିଶୋଧନ କାମରେ ଅଗ୍ନିଶମ ବିଭାର କର୍ମଚାରୀମାନେ ନିୟୋଜିତ ଥିଲେ । ଏବେ କିନ୍ତୁ ଏହି କାମରେ ଡ୍ରୋନ୍ ମଧ୍ୟ ସାମିଲ ହୋଇଛି।
BREAKING NEWS
- ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁମାନେ ପାଇବେ…
- ବାଲି ମାଫିଆଙ୍କ କବଜାରେ ବୈତରଣୀ ନଦୀ, ବିଭାଗୀୟ ତଦନ୍ତ କରାଯିବ କହିଲେ ଜିଲ୍ଲାପାଳ…
- ଆନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ, କାଲିଠୁ ସ୍ଵାଭାବିକ ଓପିଡି ସେବା
- ଓଡିଶା, ଓଡ଼ିଆ ଆଉ ଓଡିଶୀର ଅଭୂତପୂର୍ବ ସଙ୍ଗମ ହେଉଛନ୍ତି ଗୁରୁଶ୍ରୀ କେଳୁଚରଣ- ମୁଖ୍ୟମନ୍ତ୍ରୀ
- ହୋମଗାର୍ଡ ନିଯୁକ୍ତିରେ ପାତର ଅନ୍ତର ଅଭିଯୋଗ ଆଣି ଭଦ୍ରକ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ
- ଜଳୁଛି ବରଫ ପାହାଡ଼…
- ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ: ଅଷ୍ଟ୍ରେଲିଆ ସ୍ଥିତି ମଜଭୁତ
- ଓଡ଼ିଶାର ୩ କୋର୍ଟକୁ ବୋମା ଧମକ: ସମ୍ପୃକ୍ତ ଅପରାଧୀଙ୍କୁ ଖୋଜିବାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଜାନୁଆରି ୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଲୋକଭବନ ଉଦ୍ୟାନ
- ଆଶେସ ସିରିଜ: ଇଂଲଣ୍ଡକୁ ୪-୧ରେ ହରାଇଲା ଅଷ୍ଟ୍ରେଲିଆ
Comments are closed.