ନୟାଗଡ଼: ସଙ୍ଗରୋଧ କେନ୍ଦ୍ରରୁ ବାହାରିବା ପରେ ପଜିଟିଭ ଆସିଲା ରିପୋର୍ଟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗାଁରେ । ଏହି ଗାଁର ଜଣେ ବ୍ୟକ୍ତି ବାହାର ରାଜ୍ୟରେ ରହୁଥିବା ବେଳେ ନିକଟରେ ନିଜ ଗାଁକୁ ଫେରିଥିଲେ।
ସରକାରୀ ନିୟମ ଅନୁଯାୟୀ ସେ ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ । ତେବେ ତାଙ୍କ ଦେହରେ କୌଣସି ଲକ୍ଷଣ ନଥିବା ଯୋଗୁଁ କ୍ୱାରେଣ୍ଟାଇନ ଅବଧି ଶେଷ ହେବା ପରେ ସେ ଫେରିଥିଲେ ଘରକୁ । ଘର ତଥା ସାହି ଲୋକଙ୍କ ସହ ସ୍ଵାଭାବିକ ଭାବେ ମିଳାମିଶା ମଧ୍ୟ କରିଥିଲେ । ଘରକୁ ଫେରିବା ପରେ ଜାଣିବାକୁ ମି ଳିଲା ଯେ ପରୀକ୍ଷା ପାଇଁ ଯାଇଥିବା ତାଙ୍କ ନମୂନା ପଜିଟିଭ ଆସିଛି ।
ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସୃଷ୍ଟି ହୋଇଛି ଭୟର ବାତାବରଣ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ସୂଚନା ମିଳିଛି ।
BREAKING NEWS
- ୫ମ ଟି୨୦: ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ଭାରତ, ସୂର୍ଯ୍ୟକୁମାରଙ୍କ ଉପରେ ରହିବ ନଜର
- ଆତ୍ମସମର୍ପଣ କଲା ୧୫ ବର୍ଷୀୟ ମାଓବାଦୀ…
- ଥରୁଛି ଓଡ଼ିଶା, ଦାମନଯୋଡିରେ ସର୍ବନିମ୍ନ ୨.୯°c ତାପମାତ୍ରା
- ଆଶେସ ସିିରିଜ: ଅଷ୍ଟ୍ରେଲିଆ ସ୍କୋରଠାରୁ ୧୫୮ ରନ ପଛରେ ଇଂଲଣ୍ଡ
- ପାରିବାରିକ କଳହର କରୁଣ ପରିଣତି…ଶାଶୁକୁ ହତ୍ୟା କଲା ବୋହୂ
- Best Woman Parliamentarian Award: ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ମିଳିଲା ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର
- AI-based Digital Toll: ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା; ଏଣିକି ଟୋଲ୍ ଟ୍ୟାକ୍ସ ଆଦାୟ କରିବ AI
- Sculptor Ram Sutar passes away: ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ନିର୍ମାତା ରାମ ସୂତାରଙ୍କ ପରଲୋକ; ଶୋକପ୍ରକାଶ କଲେ ମୋଦୀ
- Odisha Vigilance: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଦଶମନ୍ତପୁର ଥାନା ଆଇଆଇସି
- TPCODL ଅଫିସ୍ ଆଗରେ ବିକ୍ଷୋଭ, ଲୋକଙ୍କ ସ୍ୱାର୍ଥ ପାଇଁ ଗର୍ଜିଲା ବିଜେଡି
Comments are closed.