Latest Odisha News

BREAKING NEWS

ଶନିବାର ଘରକୁ ଏହି ଜିନଷ ଆଣନ୍ତୁ ନାହିଁ..

ଭୁବନେଶ୍ବର:ନୂଆବର୍ଷ ଆରମ୍ଭ ହୋଇଯାଇଛି । ନବବର୍ଷରେ ପୂରା ବର୍ଷଟି ଭଲ ଯାଉ ସେଥିପାଇଁ ଧ୍ୟାନ ରଖନ୍ତୁ ଶନିବାର ଦିନ କିଛି ଜିନିଷ ଘରକୁ ଆଣନ୍ତୁ ନାହିଁ ।

-ଶନିବାର ଦିନ ଲୁଣ କିଣନ୍ତୁ ନାହିଁ । ଏହି ଦିନ ଲୁଣ କିଣିଲେ ଆର୍ଥିକ ସମସ୍ୟା ଓ ଧନ ଅଭାବ ଲାଗି ରହେ ବୋଲି କୁହାଯାଏ ।

-ସେହିପରି ଶନିବାର ଦିନ ଘରକୁ ଲୁହା ଜିନିଷ ଆଣନ୍ତୁ ନାହିଁ। ଏହି ବାରରେ ଲୁହା କିଣିବା ଅଶୁଭ ବୋଲି କୁହାଯାଏ। ପରିବାରରେ ଅଶାନ୍ତି, ରୋଗ ଲାଗି ରହିଥାଏ।

-ସେହିପରି ଏହି ଦିନ ସୋରିଷ ତେଲ ମଧ୍ୟ କିଣନ୍ତୁ ନାହିଁ। ପୂର୍ବରୁ କିଣି ଏହି ଦିନ ଦାନ ଦେଇପାରିବେ ।

– ସେହିପରି ଶନିବାର ଦିନ ଚମଡାର ବେଲ୍ଟ, ପର୍ସ,ଜୋତା କିଣନ୍ତୁ ନାହିଁ ।

– ଏହି ଦିନ କୌଣସି ଧାରୁଆ ଜିନିଷ ଯେପରି ଛୁରୀ,କଇଁଚି କିଣି ଘରକୁ ଆଣନ୍ତୁ ନାହିଁ ।

-ଏହି ବାରରେ କଳା ଛତା, କଳା ଜୋତା ଦାନ କରି ପାରିବେ ଓ ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

Leave A Reply

Your email address will not be published.