Latest Odisha News

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଅନ୍ତୁ ନାହିଁ..

ଭୁବନେଶ୍ବର: ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ଖାଇ ସାରିବା ପରେ ପାଣି ପିଇବା କଥା ନୁହେଁ । ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ଆବଶ୍ୟକ। କିନ୍ତୁ କିଛି ଖାଇବା ଅଛି ଏହା ପରେ ପାଣି ପିଇଲେ ସ୍ବାସ୍ଥ୍ୟ ପାଇଁ ହାନିକାରକ ।

– ଜଳୀୟ ଅଂଶ ଥିବା ଫଳ ଯେପରିକି କମଳା, କାକୁଡି,ତରଭୁଜ,ଖରଭୁଜ,ଷ୍ଟବେରୀ ଇତ୍ୟାଦି ଖାଇବା ପରେ ପାଣି ପିଅନ୍ତୁ ନାହିଁ।

– ପିଜୁଳି ଖାଇବା ପରେ ମଧ୍ୟ ପାଣି ପିଇବା ଠିକ୍‌ ନୁହେଁ। ଗ୍ୟାସ ହେବାର ଆଶଙ୍କା ରହିଥାଏ ।

-ଆଇସ୍‌କ୍ରିମ୍‌ ଖାଇବା ପରେ ବି ପାଣି ପିଅନ୍ତୁ ନାହିଁ । ତଣ୍ଟି ଦରଜ ହେବା ସହ ଦାନ୍ତରେ ସେନ୍‌ସେଶନ୍‌ ସମସ୍ୟା ଦେଖାଯାଇ ପାରେ ।

-ଚଣା ଭଜା ଖାଇବା ପରେ ପାଣି ପିଇଦେଲେ ଚଣା ଠିକ୍‌ରେ ହଜମ ହୁଏ ନାହିଁ । ଫଳରେ ପେଟ ଦରଜ ହୋଇଥାଏ ।

Leave A Reply

Your email address will not be published.