Latest Odisha News

BREAKING NEWS

[ଭିଡିଓ]ପୋଷା କୁକୁରର ବାର୍ଥ ଡେ’ ପାର୍ଟିରେ ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଅହମ୍ମଦାବାଦର ବ୍ୟକ୍ତି

ଅହମ୍ମଦାବାଦ : ପୋଷା କୁକୁରର ବାର୍ଥ ଡେ’ ପାର୍ଟିରେ ୭ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଅହମ୍ମଦାବାଦର ବ୍ୟକ୍ତି । ଏବେବି ଏମିତିି ଲୋକ ଅଛନ୍ତି । ଯେଉମାନେ ନିଜର ପୋସା କକୁକରର ବାର୍ଥ ଡେ ପାର୍ଟିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହଁ ଆଜ୍ଞା ଏହା ସତ ଘଟଣା । ଏପରି ତାଜୁବ କଲାଭଳି ଘଟଣା ଗୁଜୁରାଟ ଅହମ୍ମଦାବାଦର ନିକୋଲ ଅଞ୍ଚଳରେ ଘଟିଛି । ଜଣେ ମାଲିକ ତାଙ୍କ ପୋସା କୁକୁରର ବର୍ଥ ଡେ ପାର୍ଟିରେ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏହି କୁକୁର ତା ବର୍ଥ ଡେ ପାର୍ଟିରେ କଳା ରଙ୍ଗର ଫ୍ରକ୍ ପିନ୍ଧିଥିଲା ତା ସହ ସ୍କ୍ରାପ୍ ମଧ୍ୟ ପକାଇଥିଲା । ଏହି କୁକୁରର ଲକଜୁରିଅସ ବାର୍ଥ ଡେ ପାର୍ଟିର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଆବି ନାମକ କୁକୁରର ବାର୍ଥ ଡେ ପାର୍ଟି ପାଇଁ ଅହମ୍ମଦାବାଦର ମଧୁବନ ଗ୍ରିନରେ ବିରାଟ ପ୍ଲଟ ବୁକ କରାଯାଇଥିଲା । ଏହା ସହ ପିଙ୍କ ଓ ବ୍ଲୁ କଲର ଥିମ କରାଯାଇ ବିଭିନ୍ନ ସ୍ଥାନରେ କକୁରର ବଡ ବଡ ପୋଷ୍ଟର ମାନ ମଧ୍ୟ ଲଗାଯାଇଥିଲେ । ଏହି ବାର୍ଥ ଡେ ପାର୍ଟିକୁ ଏତେ ସୁନ୍ଦର ଭାବେ ଡେକୋରେଟ କରାଯାଇଥିଲା ଯେ । ଯେଉଁ ଅତିଥିମାନେ ଏହି କୁକୁର ବାର୍ଥ ଡେ ପାର୍ଟିରେ ଆସିଥିଲେ ସେମାନେ ଆୟୋଜକଙ୍କ ଖୁବ୍ ପ୍ରଶଂସା କରିଥିଲେ ।

ଏହି ସପ୍ରାଇଜ୍ ବାର୍ଥ ଡେ ପାର୍ଟିରେ ଯୋଗଦେଇଥିବା ବ୍ୟକ୍ତିମାନେ କେହି ବି ମାସ୍କ ପିନ୍ଧିନଥିଲେ ବୋଲି ଅହମ୍ମଦାବାଦ ପୋଲିସି ପାଖରେ ଖବର ପହଁଚିଛି ବୋଲି ଖବର ସାମ୍ନାକୁ ଆସିଛି ।

କେତେକ ପରିବାର ପାଇଁ ଗୃହ ପାଳିତ ପଶୁ କେବଲ ପଶୁ ନୁହନ୍ତି । ସେମାନେ ପରିବାରର ସଦସ୍ୟଙ୍କ ପରି ।ଏବେ କା ବ୍ୟସ୍ତ ବହୁଳ ଦୁନିଆରେ ମଣିସର ନିଜ ପିରବାର ପାଇଁ ସମୟ ନଥିବା ବେଳେ । ଅହମ୍ମଦାବାଦରେ ପୋଷା କୁକୁରର ବାର୍ଥ ଡେ କରି ଏହି ବ୍ୟକ୍ତି ଜଣକ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Comments are closed.