Latest Odisha News

ଚନ୍ଦ୍ରଭାଗା ବେଳାଭୂମିରୁ ମୃତ ଡଲଫିନ୍‌ ଉଦ୍ଧାର

ପୁରୀ: ଗୁରୁବାର ଦିନ କୋଣାର୍କ ଚନ୍ଦ୍ରଭଗା ବେଳାଭୂମିରେ ଏକ ଡଲଫିନ୍‌ର ଶବ ଉଦ୍ଧାର ହୋଇଛି।

BjdElectrycity

ସୂଚନା ପାଇବା ପରେ ଜଙ୍ଗଲ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଡଲଫିନ୍‌କୁ ଜବତ କରିଥିଲେ।

ସୂଚନାନୁସାରେ, ଗୁରୁବାର ଅପରାହ୍ନରେ ସମୁଦ୍ର କୂଳରେ ଡଲଫିନ୍‌ର ମୃତଦେହ ମିଳିଥିଲା। ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକମାନେ ଉକ୍ତ ସ୍ଥାନରେ ଏକାଠି ହୋଇଥିଲେ।

ଯଦିଓ ଡଲଫିନ୍ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ଟ୍ରଲର ଧକ୍କା ଯୋଗୁ ଏହି ଦୁର୍ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.