Latest Odisha News

BREAKING NEWS

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶାଶୁ ବୋହୁଙ୍କୁ ଗଳାକାଟି ହତ୍ୟା

ବଲାଙ୍ଗୀର : ବଲାଙ୍ଗୀରରେ ଚାଞ୍ଚଲ୍ୟ। ଡବଲ ମର୍ଡ଼ର ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ତୁଷୁରା ଥାନା ନୂଆପଡ଼ାରେ ଶାଶୁ ବୋହୁଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ ମାନେ। ମୃତକ ଦୁଇଜଣ ହେଲେ ବୋହୁ ଅମ୍ବିକା ମେହେର ଓ ଶାଶୁ ପ୍ରେମଶିଳା ମେହେର।

ଘରେ ଶାଶୁବୋହୁ ଏକାକି ଥିବା ବେଳେ କେହି ଦୁର୍ବୃତତ୍ତ ଘରେ ପଶି ଏହି ଜଘନ୍ୟ କାଣ୍ଡ ଘଟାଇ ଫେରାର ହୋଇଯାଇଛି। ତେବେ କିଏଓ କାହିଁକି ଏହିଭଳି ହତ୍ୟାକାଣ୍ଡ ଭିଆଇଛି ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ଘଟଣା ସ୍ଥଳରେ ପୁଲିସ ପହଂଛି ଛାନ୍ ଭିନ୍ ଆରମ୍ଭ କରିଛି।

Leave A Reply

Your email address will not be published.