କଟକ: ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସାରସ୍ବତ ସାଧକ ଡ଼ ମନୀନ୍ଦ୍ର ମହାନ୍ତି ଚଳିତ ୨୦୨୫ ମସିହାର ମର୍ଯ୍ୟାଦାପୂର୍ଣ୍ଣ ନଦୀୟା ବିହାରୀ ମହାନ୍ତି ସ୍ମୃତି ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଓଡିଶାର ପୁରାତନ ଶିଶୁ ସାହିତ୍ୟ ଅନୁଷ୍ଠାନ “ଧ୍ରୁବତାରା” ଓ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୂଲ୍ୟରେ ଚଳିତ ନଭେମ୍ବର ୧୫ ତାରିଖ ସନ୍ଧ୍ୟାରେ କଟକ ସ୍ଥିତ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଟିତ ବଡଭାଇଙ୍କର ୯୫ତମ ଜୟନ୍ତୀ ପାଳନ ଅବସରରେ ପ୍ରଦାନ କରାଯିବ ବୋଲି ଧ୍ରୁବତାରାର ଆବାହକ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ସୂଚନା ପ୍ରଦାନ କରିଛନ୍ତି । ଡ଼ ମନୀନ୍ଦ୍ର ମହାନ୍ତି ଶିଶୁ ସାହିତ୍ୟ ସମେତ ଅନ୍ୟାନ୍ୟ ବର୍ଗରେ ୬୪ ରୁ ଊର୍ଦ୍ଧ୍ଵ ପୁସ୍ତକ ରଚନା କରି ବେଶ୍ ପ୍ରତିଷ୍ଠିତ।
BREAKING NEWS
- ମହାରାଷ୍ଟ୍ରରେ ଓଲିୟମ୍ ଗ୍ୟାସ୍ ଲିକ୍, ୨୦୦୦ ଲୋକଙ୍କୁ ସ୍ଥାନାନ୍ତର
- ଜିନ୍ଦଲ ଏବଂ ବିଏମସି ପକ୍ଷରୁ ମୋବାଇଲ୍ ସାନିଟେସନ୍ ୟୁନିଟ୍ ଆରମ୍ଭ
- Eastern India’s Skill Revolution: ଭୁବନେଶ୍ୱରରେ ଶେଷ ହେଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ ଜଣ କୃତି ପ୍ରତିଯୋଗୀ ପୁରସ୍କୃତ
- Iran Tension:ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ; ପରିସ୍ଥିତିକୁ ନଜର କରି ପ୍ରସ୍ତୁତି ଓ ପଦକ୍ଷେପ ନେବାକୁ ପରାମର୍ଶ
- Ratna bhandar: ରତ୍ନଭଣ୍ଡାର ଗଣତିମଣତି ଏହି ଦିନ ହେବ…
- Birth Anniversary of Biju Patnaik: ମାର୍ଚ୍ଚ ୫ରେ ରାଜ୍ୟବ୍ୟାପୀ ପାଳିତ ହେବ ୧୧୦ତମ ବିଜୁ ଜୟନ୍ତୀ: ବିଜେଡି
- Condemns Iran Attacks: ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ପ୍ରିନ୍ସ ଓ ବାହାରିନ ରାଜାଙ୍କ ସହ ହେଲେ କଥା; ଆକ୍ରମଣକୁ କଲେ ନିନ୍ଦା
- ନୂଆଦିଲ୍ଲୀରେ ଏସ୍ଜେଏଫ୍ଆଇ ସ୍ବର୍ଣ୍ଣ ଜୟନ୍ତୀ ଜାତୀୟ ସମ୍ମିଳନୀ: ଓଡ଼ିଶାରୁ ଭାଗନେବେ ୫ ଜଣିଆ ପ୍ରତିନିଧି ଦଳ
- କ୍ଷତିପୂରଣ ନଦେଲେ ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ
- ପୋଲିସକୁ ବଡ ସଫଳତା, ୨ କୋଟି ଟଙ୍କାର ସୁନା ଅଳଙ୍କାର ହେଲା ଜବତ
Comments are closed.