Latest Odisha News

BREAKING NEWS

DMET ନିର୍ଦ୍ଦେଶକ ଭାବେ ପ୍ରଫେସର ଡକ୍ଟର ସଚିଦାନନ୍ଦ ମହାନ୍ତିଙ୍କୁ ନିଯୁକ୍ତି

ଭୁବନେଶ୍ୱର: ପ୍ରଫେସର ଡକ୍ଟର ସଚିଦାନନ୍ଦ ମହାନ୍ତିଙ୍କୁ ଡିଏମଇଟି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଡେପୁଟେସନରେ ଥିବା ପ୍ରଫେସର ଡକ୍ଟର ମହାନ୍ତି ଏବେ ଭୁବନେଶ୍ୱର ଏମ୍ସର ସୁପରିଣ୍ଟେଣ୍ଡେଣ୍ଟ ଅଛନ୍ତି ।

ବିଜ୍ଞପ୍ତି ଅନୁସାରେ, ପ୍ରଫେସର ଡକ୍ଟର ସଚିଦାନନ୍ଦ ମହାନ୍ତି ଡିଏମଇଟି ଭାବେ ଚଳିତ ଜାନୁଆରୀ ୩୧ ତାରିଖରୁ ଯୋଗ ଦେବେ । ପ୍ରଫେସର ଡକ୍ଟର ରମା ରମଣ ମହାନ୍ତି ଏବେ ଡିଏମଇଟି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.