ଏମ୍ସରେ ଆରମ୍ଭ ହେବ ଟିଚିଂ ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍ କାର୍ଯ୍ୟକ୍ରମ, ଉପକୃତ ହେବେ ଏମ୍ବିବିଏସ ଛାତ୍ରଛାତ୍ରୀ
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଏମ୍ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଂ ଆସିଷ୍ଟାଣ୍ଟ୍(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍(ଆର୍ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ…