Latest Odisha News

BREAKING NEWS

ଡିଆରଡ଼ିଓ ପକ୍ଷରୁ ‘ଅଭ୍ୟାସ’ର ସଫଳ ଉଡ଼ାଣ

ବାଲେଶ୍ୱର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥାନ (ଡିଆରଡ଼ିଓ) ପକ୍ଷରୁ ଶକ୍ତିଶାଳୀ ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ର ସୋମବାର ଦିନ ଓଡ଼ିଶାର ବାଲେଶ୍ୱର ଜିଲ୍ଲାସ୍ଥିତ ଚାନ୍ଦିପୁର ଟେଷ୍ଟ ରେଞ୍ଜରୁ ସଫଳ ଉଡ଼ାଣ ହୋଇଛି ।

ବିଭିନ୍ନ ରାଡ଼ାର ତଥା ଅନେକ ଇଲେକ୍ଟ୍ରୋ ଅପ୍ଟିକ୍ ସିଷ୍ଟମ ଦ୍ୱାରା ସଫଳ ଉଡ଼ାଣ ପ୍ରସ୍ତୁତ ହୋଇପାରିବା ସହିତ ଏହାର ଦକ୍ଷତା ପ୍ରମାଣିତ ହୋଇପାରିଛି ।

ଏହି ଅଭ୍ୟାସ କ୍ଷୁଦ୍ର ଗ୍ୟାସ ଟରବାଇନ୍ ଇଞ୍ଜିନ ଦ୍ୱାରା ନିର୍ମିତ ହେବା ସହିତ ଏହା ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

Leave A Reply

Your email address will not be published.