Latest Odisha News

BREAKING NEWS

ଏୟାରପୋର୍ଟରୁ ବିଦେଶୀ ସିଗାରେଟ୍ ଜବତ, ୮ ଅଟକ

ଭୁବନେଶ୍ୱର: ବିମାନବନ୍ଦରରୁ ବିଦେଶୀ ସିଗାରେଟ୍ ଜବତ। ୮ ଅଟକ। ବେଆଇନ ସିଗାର ଓ ସିଗାରେଟ୍‌ ଜବତ କଲା DRI ଓ କଷ୍ଟମ ବିଭାଗ। ୨୫ଟି ସିଗାରେଟ ପ୍ୟାକେଟ୍‌ ଓ ୪୦୦୦ ପିସ୍‌ ସିଗାର ଜବତ। ଜବତ ସିଗାର ଓ ସିଗାରେଟ୍‌ର ମୂଲ୍ୟ ୩୫ ଲକ୍ଷ ଟଙ୍କା।

ସେମାନଙ୍କ ପାଖରୁ ୧୦ ଲକ୍ଷ ଟଙ୍କାର ବିଦେଶୀ ସିଗାରେଟ୍ ଜବତ ହୋଇଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଉତ୍ତରପ୍ରଦେଶ ଓ ରାମପୁରର ଅଞ୍ଚଳର। ସେମାନଙ୍କଠାରୁ ଦୁଇ ଦାମୀ ମୋବାଇଲ ମଧ୍ୟ ଜବତ କରାଯାଇଛି। ଦୁବାଇରୁ ବ୍ୟାଗ୍ରେ ଆଣୁଥିଲେ ବିଦେଶୀ ସିଗାରେଟ୍। ବ୍ଲାକ୍ ମାକେର୍ଟିଂ ପାଇଁ ଦୁବାଇରୁ ଭୁବନେଶ୍ବର ଆସିଥିଲା।

Leave A Reply

Your email address will not be published.