ଭୁବନେଶ୍ୱର: ଏଣିକି ରଙ୍ଗ ରୁଟ୍ରେ ଗାଡି ଚଳାଇଲେ ହେବ ଚକା ଲିକ୍ । ରାସ୍ତାରେ ରଙ୍ଗ ରୁଟ୍ ଡ୍ରାଇଭିଂ ରୋକିବା ପାଇଁ ଲାଗିବ ସ୍ପାଇକ ବ୍ୟାରିଅର । ଏନେଇ କମିଶନରେଟ୍ ପୋଲିସ ନିଷ୍ପତି ନେଇଛନ୍ତି । କଟକ ଓ ଭୁବନେଶ୍ୱରର ୨୪୨ଟି ସ୍ଥାନରେ ରଙ୍ଗ ଡ୍ରାଇଭିଂ ପଏଂଟ ରହିଛି । ସେଥିରୁ ଦ୍ୱେତନଗରୀର ୩୨ଟି ସ୍ପର୍ଶକାତର ସ୍ଥାନ ଚିହ୍ନଟ ହୋଇଛି । ପ୍ରଥମେ ଗୋଟିଏ ସ୍ଥାନରେ ପରୀକ୍ଷା ମୂଳକ ଭାବେ ସ୍ପାଇକ୍ ବ୍ୟାରିଅର ଲଗାଯିବ । ପରେ ଅନ୍ୟ ସମସ୍ତ ସ୍ଥାନରେ ଏହା ଲଗାଯିବ ବୋଲି ନିଷ୍ପତି ହୋଇଛି ।
ପୂର୍ବରୁ ପୁଣେ, ହାଇଦ୍ରାବାଦ ଓ ନଏଡାରେ ସ୍ପାଇକ୍ ବ୍ୟାରିଅର ଲାଗାଯାଇଛି । ଏବେ ଭୁବନେଶ୍ୱର ଏବଂ କଟକରେ ଏହି ସ୍ପାଇକ୍ ବ୍ୟାରିଅର ଲଗାଯିବ । ଏହାଦ୍ୱାରା ରଙ୍ଗ ଡ୍ରାଇଭିଂ ରୋକାଯିବା ସହ ଦୁର୍ଘଟଣା କମିପାରିବ ବୋଲି କମିଶନରେଟ୍ ପୋଲିସ ସୂଚନା ଦେଇଛି ।
BREAKING NEWS
- ଅପରେସନ ସାଇବର କବଚ: ୩୪,୧୦୧ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ, ୩୩୬ ଜଣ ଗିରଫ
- ଏଥର ଟି୨୦ରେ ବୁମରାହଙ୍କୁ କମ ଦେଖିବାକୁ ମିଳିବ
- ଟି୨୦ ବିଶ୍ୱକପ: ଭାଙ୍ଗିଲା ଏହି ସବୁ ରେକର୍ଡ
- ଗୁଜରାଟ ଟାଇଟାନ୍ସର ବ୍ୟାଟିଂ କୋଚ ହେଲେ ମାଥ୍ୟୁ ହେଡେନ
- Nyaya Sanhita Exhibition: ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ
- ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ତୁଳନାରେ ଆଗୁଆ ଅଛି ଆନ୍ଧ୍ର: ବିଦ୍ୟୁତ ରିପୋର୍ଟ
- ରାଜ୍ୟରେ ଦାଦନ ଶ୍ରମିକ ବୃଦ୍ଧି, ବର୍ଷକରେ ବଢିଲେଣି ୨୨ ହଜାର ପ୍ରବାସୀ
- Youth Commits Suicide: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
- ଜାତୀୟ ସଙ୍ଗୀତ ଗାୟନ ବିବାଦ ପରେ ଇରାନର ୫ ଖେଳାଳିଙ୍କୁ ମାନବୀୟ ଭିଜା ଦେଲା ଅଷ୍ଟ୍ରେଲିଆ
- ଏବର୍ଷ ରାଜ୍ୟରେ ବଢ଼ିଛି କୁମ୍ଭୀରଙ୍କ ସଂଖ୍ୟା
Comments are closed.