Latest Odisha News

BREAKING NEWS

ଚାରିଧାମ ଯାତ୍ରା ଅସ୍ଥାୟୀ ଭାବେ ସ୍ଥଗିତ

ଡେରାଡୁନ: ଦେଶର ଅନ୍ୟ ରାଜ୍ୟମାନଙ୍କ ଭଳି ଉତ୍ତରାଖଣ୍ଡରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହା ଏକ ପ୍ରକାର ପର୍ଯ୍ୟଟନ ସ୍ଥଳୀ ଏବଂ ତୀର୍ଥସ୍ଥାନ ଉପରେ ପ୍ରଭାବ ପକାଇଛି।

 

ଏହାକୁ ଦୃଷ୍ଟିରେ ରଖି ‘ଚାରିଧାମ ଯାତ୍ରା’ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତୀର୍ଥଯାତ୍ରୀଙ୍କ ବିନା ରୀତିନୀତି ପାଳନ କରାଯିବ। ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ମଧ୍ୟ ସମସ୍ତ ଶ୍ରଦ୍ଧାଳୁ ମାନେ ନିଜ ନିଜ ଘରେ ରହି ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି।

 

Comments are closed.