କଟକ : ପୁଣି ପୋଲିସ କବଜାରେ ନକଲି ଜର୍ଦ୍ଦା । କଟକ ଦାହପାଟଣାରେ ୨.୫୦ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ ହୋଇଛି ।ଏନେଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପଟେ ଜବତ ହୋଇଥିବା ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ବାରଙ୍ଗ ଦାହପାଟଣାର ନିବାସ ସାହୁ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
BREAKING NEWS
- ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ, ୪ଜଣ ସିନିୟର୍ ଛାତ୍ରଙ୍କୁ ଜୋରିମାନା
- Iran to hit undersea cables: ଠପ୍ ହେବ ଇଣ୍ଟରନେଟ ସେବା? ଇରାନ ଦେଲା ବଡ଼ ଧମକ
- ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି: ଗଢାଯିବ ପରିବହନ-ଟ୍ରାଫିକ୍ର ନୂଆ କ୍ୟାଡର୍ ରୁଲ
- ମେ’ ୧୫ରୁ ସିବିଏସଇ ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ଼ ପରୀକ୍ଷା
- ମହଙ୍ଗା ପୁସ୍ତକ କିଣିବାକୁ ଚାପ, ଘରୋଇ ସ୍କୁଲର ମନମାନୀକୁ ନେଇ ଏହି ସବୁ ରାଜ୍ୟକୁ NHRC ର ନୋଟିସ୍
- President Himachal Pradesh Visit : ଦିଲ୍ଲୀରୁ ଶିମଲା ଯିବ କାର୍ଯ୍ୟାଳୟ, ମାଟି ଘରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- କାହିଁକି ଅଧିକ ରୂପା କିଣୁଛି ଚୀନ…
- West Bengal elections 2026: ଭୋଟ ଦେଉଛି ପଶ୍ଚିମବଙ୍ଗ, ମୁର୍ଶିଦାବାଦରେ ଫୁଟିଲା ବୋମା, ଅନେକ ଆହତ
- Char Dham Yatra 2026: ମନ୍ତ୍ର ଧ୍ବନିରେ ଖୋଲିଲା ବଦ୍ରିନାଥ ମନ୍ଦିର ଦ୍ୱାର
- ଦେଖୁ ଦେଖୁ ଜଳିଗଲେ, ଦୁର୍ଘଟଣାରେ ୧୧ ମୃତ
Comments are closed.