ପୁରୀ: ମାଆ ଆସିବେ । ଉତ୍ସବ ମୁଖରିତ ହେଉଛି ଧରାପୃଷ୍ଠ । ନବରାତ୍ରି ଓ ଦୁର୍ଗାପୂଜା ଅବସରରେ ଭକ୍ତମାନେ ମାଆଙ୍କୁ ଭକ୍ତିରେ ମନେଇବାକୁ ଚାହିଁବେ । ତେବେ ଏହି ଅବସରରରେ ଆସନ୍ତୁ ଜାଣିବା ଚଳିତ ବର୍ଷ କେଉଁ ରାଶିର ବ୍ୟକ୍ତି କେଉଁ ଠାକୁରଣୀଙ୍କୁ ଆରାଧାନା କଲେ ମନୋକାମନା ପୂର୍ଣ୍ଣ ହେବ । ମେଷ ରାଶିର ବ୍ୟକ୍ତି ମାଆ ମଙ୍ଗଳା ଦେବୀଙ୍କୁ ଓ ବୃଷ ରାଶିର ଭକ୍ତ ମାଆ କାତ୍ୟାୟନିଙ୍କୁ ଆରାଧାନା କରିବେ । ଏହା କଲେ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ ହେବ । ସେହିପରି ମିଥୁନ ଓ କର୍କଟ ରାଶିର ବ୍ୟକ୍ତି ଯଥାକ୍ରମେ ମାଆ ଦୁର୍ଗା ଓ ମାଆ ଶିବଧାତ୍ରୀଙ୍କୁ ନୀତି ନିୟମ ଅନୁସାରେ ପୂଜା କରିବେ ।
ସିଂହ ରାଶିର ଭକ୍ତ ମାଆ ଭଦ୍ରକାଳୀଙ୍କୁ ଏବଂ କନ୍ୟା ରାଶିର ବ୍ୟକ୍ତି ମାଆ ଜୟନ୍ତିଙ୍କୁ ପୂଜା କରିବେ । । ମାଆ କ୍ଷମା ରୂପାଙ୍କୁ ତୁଳା ରାଶିର ବ୍ୟକ୍ତି ପୂଜା କରିବେ । ବିଛା ରାଶି, ଧନୁ ରାଶି ମାଆ ଅମ୍ବେ ଓ ମା ଦୁର୍ଗାଙ୍କୁ ନିଷ୍ଠାର ସହ ଆରାଧାନା କଲେ ଦୁଃଖ କଷ୍ଟ ଦୂର ହେବ । ମକର ରାଶିର ବ୍ୟକ୍ତି ମାଆଙ୍କ ଶକ୍ତି ରୂପଙ୍କୁ ଭକ୍ତି ଭାବରେ ଡାକିବେ । ସେହିପରି କୁମ୍ଭ ଓ ମୀନ ରାଶି ଯଥାକ୍ରମେ ମାଆ ଚାମୁଣ୍ଡା ଓ ମା ତୁଲଜାଙ୍କୁ ପୂଜା କରିବେ ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.