Latest Odisha News

ଭୂକମ୍ପରେ ଥରିଲା ଜମ୍ମୁ-କାଶ୍ମୀର; ରିକ୍ଟର ସ୍କେଲରେ ତୀବ୍ରତା ୪.୧

କାଶ୍ମୀର: ଜମ୍ମୁ-କାଶ୍ମୀରର ଦୋଡା ଜିଲ୍ଲାରେ ଭୂକମ୍ପ । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୧ ଥିବା ଜଣାପଡ଼ିଛି। ନ୍ୟାସନାଲ୍‌ ସେଣ୍ଟର ଫର ସିସ୍‌ମୋଲୋଜି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶନିବାର ରାତି ୧୦.୧ରେ ଏଠାରେ ଭୂମିକମ୍ପ ଅନୂଭୂତ ହୋଇଥିବା।

ଏହି ଭୂକମ୍ପର ପ୍ରଭାବ ପ୍ରାୟ ୯୩ କିମି ଅଞ୍ଚଳ ଯାଏଁ ପଡ଼ିଥିବା ସୂଚନା। ଭୂକମ୍ପର ଝଟ୍‌କା ସାମାନ୍ୟ ଅଧିକ ଥିଲେ ବି କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ତେବେ ଘଟଣାସ୍ଥଳରେ ଏବେ ବି ଲୋକମାନେ ଭୟଭିତ ହୋଇ ପଡ଼ିଥିବା ସୂଚନା।

Comments are closed.