ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଗୁରୁବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି ।
ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୨.୮ ମପା ଯାଇଥିଲା । ଏନେଇ ବିଭାଗ ପକ୍ଷରୁ ଟ୍ବିଟ୍ କରାଯାଇଛି।
Earthquake of Magnitude:2.8, Occurred on 28-01-2021, 09:17:54 IST, Lat: 28.66 & Long: 77.13, Depth: 15 Km ,Location:West Delhi
for more information https://t.co/PJiGFmAUuO@ndmaindia pic.twitter.com/ooubKBCbcn— National Center for Seismology (@NCS_Earthquake) January 28, 2021
ରାଜଧାନୀରେ ସକାଳ ୯ଟା ୧୭ମି.ରଜ ଉତ୍ତରପଶ୍ଚିମ ଦିଗରୁ ୮ କିମି. ଦୂରରେ ଏହାର ଝଟକା ଅନୁଭୂତ ହୋଇଥିଲା।
ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ଏହି ଭୁମିକମ୍ପ ଅନୁଭୂତ ହୋଇଥିଲା ବେଳେ ଏଯାବତ୍ କିଛି କ୍ଷୟକ୍ଷତିର ସୂଚନା ମିଳିନାହିଁ।
Comments are closed.