Latest Odisha News

BREAKING NEWS

Browsing Tag

Earthquake

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୋରା ଫତେହି

ନୂଆଦିଲ୍ଲୀ: ମୋରୋକୋରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଉତ୍ତର ଆଫ୍ରିକା ଏବଂ ମୋରୋକୋରେ ଘଟିଥିବା ସବୁଠାରୁ ବଡ ଭୂକମ୍ପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି ଏବଂ ଏଥିପାଇଁ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ତାଙ୍କୁ…

ରାଜସ୍ଥାନ, ମଣିପୁରରେ ଭୂକମ୍ପ; ଜୟପୁରରେ ୩୦ ମିନିଟ ଭିତରେ ୩ ଥର ଝଟକା

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନ, ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ। ରାଜସ୍ଥାନ ଜୟପୁରରେ ୩୦ ମିନିଟ୍ ଭିତରେ ୩ ଥର ଝଟ୍‌କା ଅନୁଭୁତ ହୋଇଛି। ଭୋର୍ ୪.୦୯ରୁ ସାଢ଼େ ୪ଟା ମଧ୍ୟରେ ୩ ଥର କମ୍ପନ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଥିଲା। ତେବେ ଏହା ମୃଦୁ ଭୂମିକମ୍ପ ଥିଲା…

ତୁର୍କୀ ଭଳି ଭାରତରେ ଭୂମିକମ୍ପ ହେଲେ କ’ଣ ହେବ ?

ନୂଆଦିଲ୍ଲୀ: ଭୟଙ୍କର ଭୂମିକମ୍ପ ଯୋଗୁଁ ତୁର୍କୀରେ ୩୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତୁର୍କୀ ଏବେ ଧ୍ୱଂସସ୍ତୁପ । ବିଗତ ୨ ଦିନରେ ସେଠାରେ ଏକାଧିକ ଭୂମିକମ୍ପ ହୋଇଛି । ଭାରତରେ ପ୍ରତିବର୍ଷ ଅତିକମରେ ହଜାରେ ଥର ଭୂମିକମ୍ପ ହେଉଛି ।…

ତୁର୍କୀକୁ ସମବେଦନା ଜଣାଇବା ବେଳେ ଭୁଜ ସ୍ମୃତି ମନେ ପକାଇ ଭାବୁକ ହେଲେ ମୋଦି

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର  ଲୋକ ଧ୍ୱଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ତୁର୍କୀର ଏ ଛାତିଥରା ଦୃଶ୍ୟ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତୁର୍କୀର…

ଇରାନ୍‌ରେ ଭୂକମ୍ପ ଝଟ୍‌କା, ୭ ମୃତ ଅନେକ ଆହତ

ଦୁବାଇ : ଇରାନର ଉତ୍ତର-ପଶ୍ଚିମ ଅଞ୍ଚଳର ଖୋଇ ସହରରେ ଭୂକମ୍ପ ଝଟ୍‌କା। ଏହି ଭୂକମ୍ପରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ରାତିରେ ଉତ୍ତର-ପଶ୍ଚିମ ଇରାନର ପଶ୍ଚିମ ଅଜରବୈଜାନ ପ୍ରଦେଶର ଖୋଇ ସହରରେ…

ଭୂକମ୍ପରେ ଥରିଲା ଉତ୍ତର ଭାରତ ସହ ଦିଲ୍ଲୀ ଏନସିଆର

ନୂଆଦିଲ୍ଲୀ:  ଭୂକମ୍ପ ଝଟକାରେ ଥରିଲା ଉତ୍ତର ଭାରତ ସମେତ ଦିଲ୍ଲୀ ଏନସିଆର । ଉତ୍ତର ଭାରତର ଅନେକ ଅଂଚଳରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୫.୮।  ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା ନେପାଳ । ପୂର୍ବରୁ ଅର୍ଥାତ ଗତ ୫ ତାରିଖରେ ବି ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ…

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ,ଆସିପାରେ ସୁନାମୀ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଭୂମିକମ୍ପ ଝଟକା  । ଥରିଲା ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପ  । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି  । ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି  । ରିପୋର୍ଟ…

ଦିଲ୍ଲୀ-ଏନସିଆରରେ ୫.୯ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ଥରିଲା ଦିଲ୍ଲୀ । ଆଜି ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ଝଟକା ଜମ୍ମୁ-କାଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୯ ରହିଛି । କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣା ପଡ଼ିଛି । ତେବେ ଭୂମିକମ୍ପରେ କୌଣସି…

ରାଜ୍ୟର ଏହି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ

ଭୁବନେଶ୍ୱର: ବୁଧବାର ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଆଜି ସକାଳ ୯ଟା ୪୬ ସମୟରେ ୫ରୁ ୬ ସେକେଣ୍ଡ ଧରି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ମୃଦୁ ଭୂମିକମ୍ପର ତୀବ୍ରତା ୩.୪ ମାଗ୍ନିଚ୍ୟୁଡ୍ ରହିଥିଲା । ଭୂମିକମ୍ପ ୫ କିଲୋମିଟର ଗଭୀରରେ ହୋଇଥିବା ଜଣାପଡ଼ିଛି ।…

ଏହି ଶଯ୍ୟାରେ ଶୋଇଲେ ଭୂକମ୍ପରେ ରହିବେ ସୁରକ୍ଷିତ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଆମେ ଆମେ ପ୍ରତିଦିନ ବିଭିନ୍ନ ଭିଡିଓ ଦେଖିଥାଉ  ।  କିନ୍ତୁ ସେଥିମଧ୍ୟରୁ କିଛି ଭିଡିଓ ଆମକୁ ମଜା ଦେଇଥିବା ବେଳେ କିଛି ଆମ ପାଇଁ ପ୍ରକୃତରେ ଅର୍ଥପୂର୍ଣ୍ଣ ଥାଏ  । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଭୂକମ୍ପ…