Latest Odisha News

ଜମ୍ମୁ-କାଶ୍ମୀରରେ ଭୂମିକମ୍ପ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଭୂମିକମ୍ପ  । ଜମ୍ମୁ-କାଶ୍ମୀର କଟରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ  ।

ଏଏନଆଇ ପକ୍ଷରୁ ସୂଚନା ମୁତାବକ ଆଜି ସକାଳ ୭ଟା ୫୨ ମିନିଟ୍‌ରେ  କଟରାରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପରେ ସ୍ଥିତିରେ ନିୟନ୍ତ୍ରଣକୁ ଆସିଥିଲା  ।

Leave A Reply

Your email address will not be published.