Latest Odisha News

BREAKING NEWS

Browsing Tag

Jammu Kasmir

ଜମ୍ମୁ-କାଶ୍ମୀରରେ ଭୂମିକମ୍ପ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଭୂମିକମ୍ପ  । ଜମ୍ମୁ-କାଶ୍ମୀର କଟରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ  । ଏଏନଆଇ ପକ୍ଷରୁ ସୂଚନା ମୁତାବକ ଆଜି ସକାଳ ୭ଟା ୫୨ ମିନିଟ୍‌ରେ  କଟରାରେ ଭୂମିକମ୍ପ ହୋଇଥିଲା ।…

ମୁଫତି ଡାକିଲେ ସର୍ବଦଳିୟ ବୈଠକ

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି  ସର୍ବଦଳିୟ ବୈଠକ ଡାକିଛନ୍ତି  ।  ରାଷ୍ଟ୍ରୀୟ ସମ୍ମିଳନୀ (ଏନସି) ନେତା ଫାରୁକ୍ ଅବଦୁଲ୍ଲାଙ୍କୁ ଜାମ୍ମୁ କାଶ୍ମୀରରେ ଏକ ସର୍ବଦଳୀୟ ବୈଠକ  ଡକାଇବାକୁ ମେହବୁବା ଅନୁରୋଧ କହିଛନ୍ତି। ସର୍ବଦଳୀୟ ବୈଠକ ଡକାଇବାର…

ଏନକାଉଣ୍ଟରରେ ୩ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଟାର୍ଗେଟ କିଂଲିର ମୁହଁତୋଡା ଜବାବ ଦେଉଛି ସେନା ।  ପୁଲ୍‌ୱାମା ଜିଲ୍ଲାରେ ଟାର୍ଗେଟ କିଂଲିର ଜଣେ ମାଷ୍ଟରମାଇଣ୍ଡକୁ ଧରିବାକୁ ଯାଇ ଦୀର୍ଘ ଏଗାର ଘଣ୍ଟା ବ୍ୟାପୀ ଚାଲିଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ୩ଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ…