Latest Odisha News

BREAKING NEWS

ପୁରୀରେ ପର୍ଯ୍ୟଟକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଜାରି, ପୂର୍ବତଟ ରେଲୱେ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟ୍ରେନ୍ ପ୍ରସ୍ତୁତ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳ ନିକଟବର୍ତ୍ତି ହେଉଥିବାବେଳେ ପୂର୍ବତଟ ରେଳବାଇ ପକ୍ଷରୁ ପୁରୀରେ ଥିବା ପର‌୍ୟ୍ୟଟକ ଓ ଯାତ୍ରୀମାନଙ୍କ ପାଇଁ ଆଉ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଇଛି।

୧ମ ସ୍ୱତନ୍ତ୍ର ଟ୍ରେନଟି ମଧ୍ୟାହ୍ନ ୧୨ଟାରେ ପୁରୀ ଷ୍ଟେସନରୁ କୋଲକାତା ଦେଇ ଶାଲିମାର ଯାଏଁ ଯିବ।

୨ୟ ସ୍ୱତନ୍ତ୍ର ଟ୍ରେନଟି ଅପରାହ୍ଣ ୩ଟାରେ ପୁରୀ ଷ୍ଟେସନରୁ ବାହାରି ହାୱଡ଼ା ଅଭିମୁଖେ ଯାତ୍ରା କରିବ।

୩ୟ ସ୍ୱତନ୍ତ୍ର ଟ୍ରେନଟି ସନ୍ଧ୍ୟା ୬ଟା ବେଳେ ପୁରୀରୁ ବାହାରି ହାୱଡ଼ା ଅଭିମୁଖେ ଯାତ୍ରା କରିବ।

Comments are closed.