Latest Odisha News

ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ଚଢାଉ

ମୁମ୍ବାଇ: ଅର୍ଥ ହେରଫେର୍‌ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଗପୁରରେ ଥିବା ନଜସ୍ବ ବାସଭବନରେ ଚଢାଉ କରିଛି।

ଏହାପୂର୍ବରୁ (ସିବିଆଇ) ଏପ୍ରିଲରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ମୁମ୍ବାଇରେ ଥିବା ଦେଶମୁଖଙ୍କ ଘର ଏବଂ ତାଙ୍କ ନାଗପୁରରେ ଥିବା ତାଙ୍କ ନିଜସ୍ବ ବାସଭବନରେ ତଦନ୍ତ ଆରମ୍ଭ କରିଥିଲା।

Comments are closed.