ଭୁବନେଶ୍ୱର :ନକଲି ସାର୍ଟିଫିକେଟ ଦେଖାଇ ଆଡମିିଶନ କରିବା ପଡିଲା ମହଙ୍ଗା । ବିଜେବି କଲେଜରେ ୮ ଜଣ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ । ଆଜି ସେମାନଙ୍କ ନାଁରେ କଲେଜ ପକ୍ଷରୁ ବରଗଡ ଥାନାରେ ଏତଲା ଦିଆଯାଇଛି । ସେଥି ମଧ୍ୟରୁ ୪ ଜଣ କଟକର ହୋଇଥିବା ବେଳେ ଅନ୍ୟ ଚାରି ଜଣ ଭଦ୍ରକର ବୋଲି ଜଣାପଡିଛି ।ଏନେଇ ବିଜେବି କଲେଜ ପ୍ରିନ୍ସପାଲ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଏହି ଫେକ ସାର୍ଟିଫିକେଟ ଗୁଡିକ ଭଦ୍ରକରେ ତିଆରି ହୋଇଥିବା ଜଣାପଡିଛି ।
BREAKING NEWS
- Shree Jagannath Temple In Prayagraj: ତ୍ରିବେଣୀ ସଙ୍ଗମରେ ଶ୍ରୀଜଗନ୍ନାଥ ମନ୍ଦିର ଉଦଘାଟିତ, ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ପ୍ରଶଂସା
- ୨୫ କୋଟିର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ
- Jagannath Temple in Prayagraj: ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍ଘାଟିତ;ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗଦାନ
- ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ;ଛୋଟ ଜମିରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତି ହେବେ ଉପକୃତ
- Speaker of the Knesset Medal: ପିଏମ୍ ମୋଦୀଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନ
- Maoists In Kandhamal: ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା; ମୃତଦେହ ମାଟିରୁ ଖୋଳି ବାହାର କଲେ…
- ଆୟୋଜକ ଶ୍ରୀଲଙ୍କା ବିଦା, ରବୀନ୍ଦ୍ରଙ୍କୁ ୪ ୱିକେଟ
- FIH Pro League 2025-26: ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ବିଜୟ ହାସଲ କଲା ଭାରତ
- ଗମ୍ଭୀରଙ୍କ ରଣନୀତିକୁ ପରୋକ୍ଷରେ ସମାଲୋଚନା କଲେ ଏହି ବିଶ୍ୱକପ ବିଜେତା ଅଧିନାୟକ
- Foreign Currency:ରେଳ ଷ୍ଟେସନରୁ ପୁଳାପୁଳା ବିଦେଶୀ ମୁଦ୍ରା ଜବତ; ଯୁବକ ଫେରାର
Comments are closed.