Latest Odisha News

BREAKING NEWS

କୋଭିଡ୍‌ ନିୟମ ଉଲ୍ଲଂଘନ; ସିଲ୍‌ ହେଲା ରାଜଧାନୀର ଏକାମ୍ର ପାର୍କ

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଶୁକ୍ରବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଦ୍ୱାରା ରାଜଧାନୀର ଏକାମ୍ର ପାର୍କକୁ ସିଲ୍ କରାଯାଇଛି।

ସରକାରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିବା ଏବଂ ପାର୍କରେ ଅତ୍ୟଧିକ ଭିଡ଼ ଜମାଇବା ନେଇ ଅଭିଯୋଗ ଆସିବା ପରେ ବିଏମସିର ଏକ କାର୍ଯ୍ୟନିର୍ବାହୀ ଦଳ ପାର୍କକୁ ତୁରନ୍ତ ବନ୍ଦ କରିଦେଇଥିଲେ।

Leave A Reply

Your email address will not be published.