ବଲାଙ୍ଗିର : ବଲାଙ୍ଗର ପୁଇଁତଲା ଥାନା ଆଟଗାଁରେ ଅଭାବନୀୟ ଘଟଣା । ସାନ ଭାଇକୁ ହତ୍ୟା କରିଛି ବଡ଼ ଭାଇ । ମୃତକ ହେଲେ ସୁରୁବାବୁ କୁଅଁର । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ଉତ୍ୟକ୍ତ ହୋଇ ବଡ଼ ଭାଇ ସୁବ୍ରତ କୁଅଁର ଏକ ଧାରୁଆ ଅସ୍ତ୍ରରେ ସାନଭାଇକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ସାନଭାଇର ମୃତ୍ୟୁ ହୋଇଥିଲା । ଘଟଣା ପରେ ଅଭିଯୁକ୍ତ ବଡ଼ଭାଇ ଫେରାର ହୋଇଯାଇଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଏଭଳି ଘଟଣା ଘଟିଲା ତାହା ଜଣାପଡିନାହିଁ ।
BREAKING NEWS
- ଡାକ୍ତରୀ, ବୈଷୟିକ, କୃଷି ଓ ଆନୁସଙ୍ଗିକ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବୃଦ୍ଧିକୁ ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ
- ୨୭୮୧ କୋଟି ଟଙ୍କାର ବ୍ୟାପକ ବନ୍ୟା ପରିଚାଳନା ଯୋଜନା ପ୍ରସ୍ତୁତ
- ୫କେଜି ଗ୍ୟାସ୍ ବିକ୍ରି ବନ୍ଦ,ଇ-କେୱାଇସି ଥିଲେ ଏଜେନ୍ସିରୁ ଗ୍ୟାସ୍ ପାଇବେ
- ଓଡିଶା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବ ଏହି ବଲିଉଡ୍ ଷ୍ଟାରଙ୍କ ଅଭିନୟ, ରାଣୀ ପଣ୍ଡାଙ୍କ ସହ ଆସିବେ ନଜର
- ଆମେରିକା ନାଟୋ ଛାଡିଦେଲେ କିଏ ସବୁଠାରୁ ଅଧିକ ଲାଭବାନ ହେବ?
- Naveen Patnaik Joins Digital Census: ଡିଜିଟାଲ୍ ଜନଗଣନାରେ ସାମିଲ ହେଲେ ନବୀନ ପଟ୍ଟନାୟକ, ନବୀନ ନିବାସରେ ବସି କଲେ ସ୍ୱ-ଜନଗଣନା
- ଭାରତଠାରୁ କେଉଁ ଔଷଧ କିଣେ ଆମେରିକା ?
- Ear Pain: ବାରମ୍ବାର କାନ ଯନ୍ତ୍ରଣା ହେଉଛି କି? ଅଣଦେଖା କରନ୍ତୁ ନାହିଁ…ହୋଇପାରେ ବଡ଼ ରୋଗର ସଙ୍କେତ…
- ଏପ୍ରିଲ ୧୦ ପର୍ଯ୍ୟନ୍ତ ବଢିଲା ସିଇଇର ପଞ୍ଜୀକରଣ ଅବଧି
- Expansion Of Ayushman Bharat : ୬୦ରେ ଅବସର…୭୦ରେ ଚିକିତ୍ସା ଅଧିକାର? ଆୟୁଷ୍ମାନ କାର୍ଡ ନେଇ ଅନେକଙ୍କ ଆଶା ଧୂଳିସାତ କଲେ ହାଇକୋର୍ଟ
Comments are closed.