Latest Odisha News

BREAKING NEWS

ପୁରୀ ଓ ଭୁବନେଶ୍ବର ମଧ୍ୟରେ ଲିଡ୍ କରୁଛି  ବିଜେପି

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଭୋଟ ଗଣତି । କେନ୍ଦ୍ରରେ ବିଜେପି ଆଗୁଆ ଥିବା ବେଳେ ରାଜ୍ୟରେ ଏବେ ପୁରୀ ବିଧାନସଭାରେ ମଧ୍ୟ ବିଜେପି ଆଗୁଆ ରହିଥିବା ସୂଚନା ମିଳୁଛି । ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଅଧିକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ସୂଚନା ମିଳିଛି । ସେହିପରି ଭୁବନେଶ୍ବର ମଧ୍ୟର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଗୁଆ ରହିଛନ୍ତି  ।

ସେପଟେ କେନ୍ଦ୍ରରେ ବିଜେପି ୩୦୦ ପାର କରିସାରିଛି । ଏହା ସହିତ କଂଗ୍ରେସ ୧୨୬ ଆସନ ଓ ଅନ୍ୟାନ୍ୟ ୩୦ ଆସନରେ ଲିଡ୍ କରୁଥିବା ନଜର ଆସୁଛନ୍ତି ।

Leave A Reply

Your email address will not be published.