Latest Odisha News

BREAKING NEWS

ଆଧାର କାର୍ଡ ସହ ଭୋଟର ଆଇଡି ସଂଯୋଗୀକରଣ ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ : ଭୋରଟ କାର୍ଡ ସହ ଯୋଡିହେଲା ଆଧର କାର୍ଡ । ସୋମବାର ଲୋକସଭାରେ ପାରିତ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଦ୍ୱାରା ଉପସ୍ଥାପିତ ଆଧାରକାର୍ଡ ସହିତ ଭୋଟର ଆଇଡି ସଂଯୋଗୀକରଣ ବିଲ ଲୋକସଭାରେ ପାରିତ ହୋଇଛି । ଏଣିକି ଆଧରକାର୍ଡ ସହିତ ଭୋଟର ଆଇଡି କୁ ଲିଙ୍କ୍ କରାଯିବ ।

ହେଲେ ସଂଯୋଗୀକରଣ ପକ୍ରିୟାକୁ ଆଇଆଇଏମ୍ , ବିପିଏସ୍ ଏବଂ ଅନ୍ୟ ବିରୋଧୀ ଦଳ ଏହି ବିଲକୁ ବିରୋଧ କରିଥିଲେ । ବିରୋଧୀଙ୍କ ବିରୋଧ ସତ୍ୱେ ମଧ୍ୟ ଭୋଟର କାର୍ଡ ସହିତ ଆଧାର କାର୍ଡ ଲିଙ୍କ ଲୋକସଭାରେ ପାରିତ ହୋଇଯାଇଛିା

ହେଲେ ବିରୋଧୀ ଦଳ ଦାବି କରିଛନ୍ତି ଏଥିରେ ନାଗରିକ ମାନଙ୍କର ସାମ୍ବିଧାନିକ ଅଧିକାର ଉଲ୍ଲଙ୍ଘନ ହେବ । ଏହି ବିଲର ପରିବର୍ତ୍ତନ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି । ହେଲେ ଏହି ବିଲ ଷ୍ଟାଣ୍ଡି କମିଟି ସୁପାରିଶ କ୍ରମେ ଲୋକସଭାରେ ପାରିତ ହୋଇଛି ।

Leave A Reply

Your email address will not be published.