Latest Odisha News

BREAKING NEWS

ଦେବାଦେବୀଙ୍କ ପାଇଁ ନିୟୋଜିତ, ମାନବ ଦ୍ୱାରା ନିର୍ଯାତିତ

ଭୁବନେଶ୍ୱର: ଲଜ୍ଜାକର ଘଟଣା । ଦେବାଦେବୀଙ୍କ ପାଇଁ ନିୟୋଜିତ । ହେଲେ ମଣିଷଙ୍କ ଦ୍ୱାରା ନିର୍ଯ୍ୟାତିତ । ତାମିଲନାଡୁ ଥେକ୍କାମପଟ୍ଟିରେ ମାଈ ହାତୀ ଜୟମାଲ୍ୟଥାକୁ ଦୁଇଜଣ ମାହୁନ୍ତ ଅତି ନିର୍ମମ ଭାବେ ବାଡିରେ ପ୍ରହାର କରିଥିଲେ । ଜଣେ ପର୍ଯ୍ୟଟକ ଏହି ଭିଡିଓଟିକୁ ଭାଇରାଲ୍ କରିଥିଲାବେଳେ ସମସ୍ତ ଘଟଣା ଜାଣିବା ପାଇଁ ଭିଡିଓ ଉପରେ ନଜର ପକାନ୍ତୁ ।

Leave A Reply

Your email address will not be published.