Latest Odisha News

BREAKING NEWS

Browsing Tag

viral

ପୁରୁଷ ବନ୍ଧୁ ନଥିଲେ କଲେଜ ମନା ! ଭାଇରାଲ୍ ଚିଠିର ସତ କଣ ?

ଜଗତସିଂହପୁର: ବୟ ଫ୍ରେଣ୍ଡ ନଥିଲେ କଲେଜରେ ପଶି ପାରିବେ ନାହିଁ ଛାତ୍ରୀ । ଫେବ୍ରୁଆରୀ ୧୪ରୁ କ୍ୟାମ୍ପସରେ ଲାଗୁ ହେବ ନୂଆ ନିୟମ । ସୁରକ୍ଷା ଦୃଷ୍ଟିରୁ ପୁରୁଷ ବନ୍ଧୁ ନଥିଲେ କଲେଜ ଆସି ପାରିବେ ନାହିଁ ଛାତ୍ରୀ । ଏସଭିଏମ୍ ସ୍ୱଂୟଶାସିତ କଲେଜ ଜଗତସିଂହପୁରକୁ ନେଇ ଏମିତି ଏକ ନୋଟିସ୍ ସୋସିଆଲ୍…

ବିନା ପାପୁଲି ଓ ପାଦରେ ବି କାର୍ଯ୍ୟ କରିବାକୁ ସକ୍ଷମ

କାକଟପୁର : “ମୁଁ କାହା ଉପରେ ବୋଝ ହେବାକୁ ଚାହେଁ ନାହିଁ। ଯଦି ପଶୁପକ୍ଷୀମାନେ ନିଜେ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି, ତେବେ ମଣିଷ ଜନ୍ମ ନେଇ ମୁଁ କାହିଁକି ଅନ୍ୟ ଉପରେ ନିର୍ଭର କରିବି” । ଏମିତି ଚିନ୍ତାଧାରା ରଖି ଆଗକୁ ବଢ଼ିଛନ୍ତି ଜଣେ ନିଆରା ମଣିଷ ଜଗନ୍ନାଥ ମହାନ୍ତି। ବିନା ପାପୁଲି ଓ…

ଚା’ ଦୋକାନ ପାଇଁ ଛାଡ଼ିଦେଲେ ବ୍ରିଟିଶ କାଉନ୍ସିଲ୍ ଚାକିରି

ନୂଆଦିଲ୍ଲୀ: ବାଣିଜ୍ୟେ ବସତି ଲକ୍ଷ୍ମୀ । ବ୍ୟବସାୟ ଯେଉଁଠି ଲକ୍ଷ୍ମୀଙ୍କ ବସିତି ସେଇଠି । ସେଥିପାଇଁ ସେ ସୁନ୍ଦର ଚାକିରି, ଉଚ୍ଚ ଦରମାକୁ ଏଡାଇ ଦେଇ ବାଣିଜ୍ୟ ବ୍ୟବସାୟ କରିବାକୁ ଆଗେଇ ଆସିଲେ । ବ୍ରିଟିଶ କାଉନସିଲ ପରି ଚାକିରି ଛାଡ଼ି ଶେଷରେ ଚା’ ଦୋକାନ କରିବାକୁ ଆଗେଇ ଆସିଲେ । ସମସ୍ତେ…

ଉପହାସ ନୁହେଁ, କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ

ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ସହ ଲଢୁଛି ଭାରତ । ଅନେକ ଲୋକ ସଂକ୍ରମଣରୁ ବର୍ତ୍ତିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ହେଲେ ନିକଟରେ ଏକ ଦେଶୀ ଯୁଗାଡ ସୋସିଆଲ୍ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । #ଦେଶୀଯୁଗାଡ କରୋନାରୁ ବର୍ତ୍ତିବା ପାଇଁ ଅଭିନବ ଉପାୟ…

କ୍ୱାରେଣ୍ଟାଇନ୍ ଶିଶୁଙ୍କ ମନମୋହକ ଆଲିଙ୍ଗନ ଦୃଶ୍ୟ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: କରୋନା ମହାମାରୀ ଅନେକ ଲୋକଙ୍କୁ ଆଣିଦେଇଥିଲା ଅକସ୍ମାତ ଦୁଃଖ । ହେଲେ ସେହି ଦୁଃଖରେ ବି ଦୁନିଆ ଖୁସୀରେ ରହିବା ଶିଖିଗଲାଣି । ସୋସିଆଲ ମିଡିଆରେ ଦୁଇଟି ଶିଶୁଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ତେବେ ଭାଇରାଲ୍ ହେବାଠୁ ଅଧିକ ଏହି ଭିଡିଓର ମର୍ମ ଅନେକଙ୍କୁ ମାନସିକ…

ମୁହଁରେ ଅକ୍ସିଜେନ୍ ମାସ୍କ, ହାଣ୍ଡିଶାଳରେ ମହିଳା

ଭୁବନେଶ୍ୱର: କରୋନା କବଳରେ ଭାରତ ଛଟ୍‌ପଟ୍ ହେଉଛି । ଏପରି ସ୍ଥିତିରେ ସୋସିଆଲ୍ ମିଡିଆ ସାଜିଛି ବେସରକାରୀ ସହାୟତା କେନ୍ଦ୍ର । ଅନେକ ଅଜଣା ଲୋକ ଏହି ପ୍ଲାଟଫର୍ମ ଜରିଆରେ ମାନବିକତାର ଶକ୍ତି ପ୍ରଦର୍ଶନ କରିଛନ୍ତି । ହେଲେ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଫଟୋକୁ ନେଇ…

୧୬ ସ୍ତ୍ରୀରୁ ୧୫୧ ଛୁଆ, ତଥାପି ଆଉ ଏକ ବିବାହକୁ ଅପେକ୍ଷା

ଭୁବନେଶ୍ୱର: ପଢିବାକୁ କିମ୍ବା ଶୁଣିବାକୁ ଅଜବ ଲାଗୁଥିବ ନିଶ୍ଚୟ । ହେଲେ ଜଣେ ବ୍ୟକ୍ତିଙ୍କର ୧୬ଜଣ ସ୍ତ୍ରୀ ଥିବାବେଳେ ୧୫୧ ଜଣ ପିଲାଛୁଆଙ୍କ ସେ ଅଧିକାରୀ । ତଥାପି ସେ ୧୭ତମ ସ୍ତ୍ରୀକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଜିମ୍ବାୱେ ହରାରେର ୬୬ ବର୍ଷୀୟ ଅବସରପ୍ରାପ୍ତ…

“ଆତ୍ମନିର୍ଭର ବର” ନିଜ ବିବାହରେ ସାଜିଲା ବ୍ୟାଣ୍ଡବାଲା

ଭୁବନେଶ୍ୱର: ବ୍ୟାଣ୍ଡବାଜା ବିନା ବାହାଘର ଅଧୁରା । କରୋନା ମହାମାରୀ ସମୟରେ ଧୁମ୍‌ଧାମ୍‌ରେ ବିବାହ ବି ଏକ ସ୍ୱପ୍ନ କିମ୍ବା କଳ୍ପନା ସଦୃଶ । ଅନେକ ଲୋକ ବିବାହକୁ ସ୍ଥଗିତ ରଖିଥିଲାବେଳେ କିଛି କୋର୍ଟ ମ୍ୟାରେଜ ଓ ଭର୍ଚୁଆଲ୍ ମ୍ୟାରେଜକୁ ବାଧ୍ୟ ହୋଇ ଚୟନ କରୁଛନ୍ତି । ଏପରିକି କିଛି ଲୋକ ପିପିଇ…

[ଭିଡିଓ] ପୋଲିସ ମାଡରୁ ବର୍ତ୍ତିବା ଲାଗି ଚମତ୍କାର ଉପାୟ

କର୍ଣ୍ଣାଟକ: ସୋସିଆଲ୍ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । କର୍ଣ୍ଣାଟକ ଉଡୁପିର ଜଣେ ସାଇକଲ ଆରୋହୀ ଚର୍ଚ୍ଚାରେ ରହିଛନ୍ତି । ତେବେ ସାଇକଲ ଚାଳନା ନୁହେଁ ବରଂ ପୋଲିସ ମାଡରୁ ବର୍ତ୍ତିବା ପାଇଁ ତାଙ୍କ ରକ୍ଷା କବଚ ଖୁବ ଚର୍ଚ୍ଚା ସାଉଣ୍ଟିଛି । କର୍ଣ୍ଣାଟକ ଉଡୁପିର ଜଣେ…

ପରିବର୍ତ୍ତନ କଲେ ବନାନ୍ କରୋନା ହେବ ଉଭାନ୍ !

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଏକ ବିଜ୍ଞାପନ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ବିଜ୍ଞାପନରେ ରହିଛି କରୋନାକୁ ମୂଳପୋଛ କରିବାର ଅଜବ ସମାଧାନ । ଏହି ବିଜ୍ଞାପନକୁ ଦେଖିଲେ ଯେ କେହି ବି ହସିବେ । ହେଲେ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ୍‌ର ଜଣେ ବ୍ୟକ୍ତି ଏହି ବିଜ୍ଞାପନକୁ ପ୍ରଘଟ କରିବାରେ…