Latest Odisha News

BREAKING NEWS

ହାତୀ କରୁଛି ମର୍ଣ୍ଣିଙ୍ଗ୍‌ ୱାକ୍‌; ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ପରବିନ କାସୱାନ ଏକ ହାତୀପଲ ଜଙ୍ଗଲରେ ବୁଲିବାର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରୁ ଏପରି ଲାଗୁଛି ଯେପରି ସକାଳ ସକାଳୁ ହାତୀପଲ ମର୍ଣ୍ଣିଙ୍ଗ୍‌ ୱାକ୍‌ କରୁଛନ୍ତି। ଏହି ଚମତ୍କାର ଦୃଶ୍ୟ ଏବେ ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି।

ଭିଡିଓରେ ଏକ ହାତୀପଲ ସକାଳୁ ଚାଲୁଥିବା ଦେଖିବାକୁ ମିଳୁଛି। ଏହି ହାତୀ ଗୋଷ୍ଠୀରେ ଶିଶୁ ହାତୀ ଏବଂ ବୟସ୍କ ହାତୀ ମଧ୍ୟ ଥିବା ଦେଖିବାକୁ ମିଳିଛି।

ଆଇଏଫ୍ଏସ୍ ଅଧିକାରୀ ଏହି ଭିଡିଓର କ୍ୟାପସନ୍ ଦେଇଛନ୍ତି, “ହାତୀ ମର୍ଣ୍ଣିଙ୍ଗ୍‌ ୱାକ୍‌”। ପରିବାରକୁ ସୁସ୍ଥ ରଖିବା ପାଇଁ। ”

ଏହି ଭିଡିଓରେ ୨୦,୦୦୦ ରୁ ଅଧିକ ଭ୍ୟୁ ଏବଂ ୨୦୦୦ ଲାଇକ୍ ମିଳିସାରିଛି।

Leave A Reply

Your email address will not be published.