Latest Odisha News

BREAKING NEWS

Browsing Tag

trending story

ପାଣି ଭିତରେ ସ୍ପାନିଶ୍‌ ଡ୍ୟାନ୍ସରଙ୍କ ଚମତ୍କାର ନୃତ୍ୟ ପ୍ରଦର୍ଶନ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଜଣେ ସ୍ପାନିଶ୍‌ ନୃତ୍ୟଶିଳ୍ପୀଙ୍କ ଚମତ୍କାର ଅଣ୍ଡର ୱାଟର ନୃତ୍ୟ ପ୍ରଦର୍ଶନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଆକ୍ଟଟି ଫ୍ରାନ୍ସର ବାଷ୍ଟେନ୍‌ ସୋଲିଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ତିନି ମିନିଟର ଲମ୍ବା ଚଳଚ୍ଚିତ୍ରର ଏକ ଅଂଶ ଥିଲା। ଟାଙ୍ଗୋ…

ମାସ୍କ ନ ପିନ୍ଧି ଦମ୍ପତି ଚଳାଉଥିଲେ କାର; ଅଟକାଇଲା ପୋଲିସ୍‌; ଆଉ ତା ପରେ…

ନୂଆଦିଲ୍ଲୀ: କୋଭିଡ-୧୯ ନିୟମ ପାଳନ ନକରିବା ଏବଂ ସପ୍ତାହାନ୍ତ କର୍ଫ୍ୟୁ ଉଲ୍ଲଂଘନ କରିଥିବାରୁ ଦିଲ୍ଲୀ ପୋଲିସ ଏକ ଦମ୍ପତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି। ପଙ୍କଜ ଦତ୍ତା ଏବଂ ଆଭା ନାମକ ଏହି ଦମ୍ପତିଙ୍କ ମାସ୍କ ନ ପିନ୍ଧି କାର ଚଳାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ପୋଲିସ…

କାହିଁକି ନିଜ ୱେିଡିଙ୍ଗ୍‌ ଗାଉନ୍‌ ପିନ୍ଧି କରୋନା ଟିକା ନେଲେ ମହିଳା

ନୂଆଦିଲ୍ଲୀ: ଆମେରିକାର ବାଲ୍ଟିମୋରର ଜଣେ ମହିଳା କୋଭିଡ ଟିକା ନେବା ସମୟରେ ତାଙ୍କ ବିବାହ ଗାଉନ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଲାଗିରହିଛି। ଏହି ପୋଷ୍ଟ ୟୁନିଭର୍‌ସିଟି ଅଫ୍‌ ମ୍ୟାରିଲାଣ୍ଡ ମେଡିକାଲ୍‌ ସିଷ୍ଟମ ଟୁଇଟ୍‌ କରିଛି।…

ନଦୀରୁ ମିଳିଲା ହଜିଯାଇଥିବା ୱେଡିଙ୍ଗ୍‌ ରିଙ୍ଗ୍‌; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆପଣଙ୍କ ର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷଟେ ହଜିଗଲେ ଆପଣଙ୍କୁ ଲାଗେ ଯେପରି ସବୁକିଛି ହଜିଯାଇଛି। ତେବେ କାଲିଫର୍ଣ୍ଣିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଆଦାମ ପାପିନି ନାମକ ଜଣେ ବ୍ୟକ୍ତିଙ୍କ ସହ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ…

ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ୧୭ ବର୍ଷ ଧରି ବାଦ୍ୟ‌ ବଜାଇ ଅର୍ଥ ସଞ୍ଚୟ କରୁଥିଲେ ବ୍ୟକ୍ତି

ନୂଆଦିଲ୍ଲୀ: କୋଲକାତାର ଜଣେ ୭୭ ବର୍ଷ ବୟସ୍କ ବୃଦ୍ଧ ନିଜ ପତ୍ନୀଙ୍କ କର୍କଟ ଚିକିତ୍ସା ପାଇଁ ବିଗତ ୧୭ ବର୍ଷ ଧରି ଭାଓଲିନ୍‌ ବଜାଇ ପାଣ୍ଠି ସଂଗ୍ରହ କରୁଥିଲେ। ଏହି ଦୁଇ ଦମ୍ପତିଙ୍କ କାହାଣୀ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସ୍ବପନ…

ଜାଣନ୍ତୁ ନାଇଟ୍‌ ୱାଚ୍‌ମ୍ୟାନ୍‌ରୁ ଆଇଆଇଏମ୍‌ ପ୍ରଫେସର ହୋଇଥିବା ଏହି ନିଆରା ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ…

ନୂଆଦିଲ୍ଲୀ: ୨୮ ବର୍ଷିୟ ରଣଜିତ ରାମଚନ୍ଦ୍ରନଙ୍କ ଯାତ୍ରା ଅନେକଙ୍କ ପାଇଁ ଆଜି ପ୍ରେରଣା ହୋଇପାରିଛି। ଅନେକଙ୍କ ଲୋକଙ୍କ ଜୀବନରେ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଦେଇପାରିଛନ୍ତି ରଣଜିତ। ଜଣେ ରାତ୍ରି ଜଗୁଆଳୀରୁ ରାଞ୍ଚିରେ ଆଇଆଇଏମ୍ ରେ ସହକାରୀ ପ୍ରଫେସର ଭାବରେ ନିଜ…

୩୦ଟି ଏପିସୋଡ୍‌ ଦେଖିଲେ ମିଳିବ ନଗଦ ୧୦୦୦ ଡଲାର୍‌

ନୂଆଦିଲ୍ଲୀ: ଆପଣ ଜାଣନ୍ତି ଗୋଟିଏ ମାସରେ ୩୦ଟି ଏପିସୋଡ୍ ଦେଖିଲେ ମିଳିବ ୧୦୦୦ ଡଲାର୍‌। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ କିନ୍ତୁ ଏହା ଏକ୍‌ଦମ ସତ। ଏକ ହୋମ ୱାରେଣ୍ଟି ରିଭ୍ୟୁ ୱେବସାଇଟ୍ ଏହି ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଏକ ମାସରେ ଅତି କମରେ ୩୦ ଟି ଏପିସୋଡ୍…

ବିବାହ ପାଇଁ ବର ଖୋଜୁଛନ୍ତି ଏହି ୭୩ ବର୍ଷିୟା ବୃଦ୍ଧା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଜଣେ ୭୩ ବର୍ଷିୟା ମହିଳାଙ୍କ ବିବାହ କରିବା ନିଶା।ମୈସୁର ଜିଲ୍ଲାରେ ରହୁଥିବା ଜଣେ ୭୩ ବର୍ଷୀୟା ମହିଳା ନିଷ୍ପତ୍ତି ନେଇଥିଲେ ଯେ ସେ କେବେ ଏକୁଟିଆ ରହିବେ ନାହିଁ। ସେ ଜଣେ ଶିକ୍ଷକ ଭାବରେ ଅବସର ନେଇଛନ୍ତି। ତେବେ ବିବାହ ପାଇଁ ମହିଳା…

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି କୋଲକାତାର ୱାର୍ଲ୍ଡସ୍‌ ବିଗେଷ୍ଟ ‘ଚିକେନ୍ ଏଗ୍‌‌ ରୋଲ୍‌’

କୋଲକାତା: ଦୁନିଆର ସବୁଠୁ ବଡ଼ ଚିକେନ୍ ଏଗ୍‌ ରୋଲ୍‌ ଖାଇବାକୁ ଚାହାନ୍ତି କି, ତେବେ ଆପଣ କୋଲକାତାକୁ ଯାଇ ଏହାର ସ୍ବାଦ ନେଇପାରିବେ। କୋଲକାତାର ଗାରିଆରେ ପ୍ରସ୍ତୁତ ହୋଇଥିବା ଏକ ଚିକେନ୍ ଏଗ୍‌‌ ରୋଲ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ 'ଦୁନିଆର ସବୁଠୁ ବଡ' ଚିକେନ୍ ଏଗ୍‌…

୯ ବର୍ଷର ବାଳକକୁ ବିମାନଯାତ୍ରା କରାଇଲେ ରାହୁଲ ଗାନ୍ଧୀ; ଭିଡିଓ ଭାଇରାଲ

ନଆଦିଲ୍ଲୀ: ରାହୁଲ ଗାନ୍ଧୀ ଜଣେ ନଅ ବର୍ଷର ବାଳକର ପାଇଲଟ ହେବାର ସ୍ୱପ୍ନର ଗୋଟିଏ ପାଦ ଆଗକୁ ବଢିବାରେ ସାହାଯ୍ୟ କରିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଭାରତୀୟ ଜାତୀୟ କଂଗ୍ରେସ ନେତା ଇନଷ୍ଟାଗ୍ରାମ୍‌ରେ ୯ ବର୍ଷୀୟ ବାଳକ ସହ କଥାବାର୍ତ୍ତା କରୁଥିବା ଏବଂ ତାଙ୍କୁ ତାଙ୍କ…