Latest Odisha News

BREAKING NEWS

ଇଣ୍ଟରସିଟି ଏକ୍ସପ୍ରେସ୍ ଧକ୍କାରେ ଚାଲିଗଲା ଗଜରାଜଙ୍କ ଜୀବନ

ସମ୍ବଲପୁର: ଢେଙ୍କାନାଳରେ ଗତ କିଛିଦିନ ତଳେ ଭୁବନେଶ୍ବର -ରାଉରକେଲା ଇଣ୍ଟରରସିଟି ଟ୍ରେନ ଧକ୍କାରେ ୩୧ ମଇଁଷିଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଣି ଏହି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ଇଣ୍ଟରସିଟି ଏକ୍ସପ୍ରେସ୍ ଧକ୍କାରେ ଚଳାଇଯାଇଛି ଗଜରାଜଙ୍କ ଜୀବନ।

ସୂଚନାମୁତାବକ, ସମ୍ବଲପୁର ଜିଲ୍ଲା ଯୁଯୁମୁରା- ହାତୀବାରୀ ମଧ୍ୟରେ ଥିବା ଗରଗଡବାହାଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ଵର -ରାଉରକେଲା ଇଣ୍ଟରରସିଟି ଟ୍ରେନରେ ଧକ୍କାରେ ହାତୀଟିର ପ୍ରାଣ ଯାଇଛି। ଘଟଣା ସ୍ଥଳକୁ ରେଳବିଭାଗ, ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.