କେନ୍ଦୁଝର : କେନ୍ଦୁଝରରେ ମାତିଛନ୍ତି ହାତୀ । ଚାଷୀଙ୍କ ଧାନ ବିଲରେ ଚାଷ ହୋଇଥିବା ଏକର ଏକର ପାଚିଲା ଧାନ କ୍ଷେତ ସବୁ ନଷ୍ଠ କରିଦେଇଛନ୍ତି ୧୪ ଟିକିଆ ହାତୀପଲ୍ଲ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁରେ ହାତୀପଲ ପଶି ଚାଷ ସବୁ ନଷ୍ଟ ହୋଇଯାଇଛି । ସେପଟେ ହାତୀ ଆତଙ୍କ ଭୟରେ ଚାଷୀ ଭୟଭୀତ ହୋଇପଡିଥିବା ବେଳେ ବନ ବିଭାଗ ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ।
BREAKING NEWS
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
- ଅପରେସନ ଚକ୍ର ଅଭିଯାନ: ବ୍ରାଉନସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଅନେକ
- ଜୁଆ ଆଡ୍ଡାରେ ଅତର୍କିତ ଚଢାଉ; ୭.୭୦ ଲକ୍ଷ ଜବତ ସହ ୮ ଗିରଫ
- ରବି ଶାସ୍ତ୍ରୀ ହୋଇ ପାରନ୍ତି ଇଂଲଣ୍ଡ କୋଚ !
- ହସ୍ତିନାପୁର ଉପରେ ଦ୍ରୌପଦୀଙ୍କ ଅଭିଶାପ ପଡ଼ିଛି; କାହିଁକି ଏଭଳି କହିଲେ ଯୋଗୀଙ୍କ ମନ୍ତ୍ରୀ
- ଘର ବାହାରେ ଖରାରେ ବସିଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର; ଶିଶୁ ମୃତ,ମାଆ ଗୁରୁତର
- ରୋହିତ, କୋହଲିଙ୍କ ପରି ଖେଳାଳିଙ୍କ ଉପରେ ଚାପ ପକାଇ କଣ ପାଇଲା ବିସିସିଆଇ
- ରଜନୀକାନ୍ତ ଫିଲ୍ମରେ ହେବ ଶାହାରୁଖଙ୍କ ଏଂଟ୍ରି
- ସୋସିଆଲ ମିଡ଼ିଆ ବ୍ୟବହାର କରିପାରିବେ ସେନା, ହେଲେ ଲାଇକ ଓ କମେଣ୍ଟ କଟକଣା…
- Rahman Returns:୧୭ ବର୍ଷ ପରେ ଫେରିଲେ ତାରିକ୍ ରହମାନ, ଏହି କାରଣ ପାଇଁ ଛାଡ଼ିଥିଲେ ଜନ୍ମମାଟି…
Comments are closed.