Latest Odisha News

ନୋବେଲ ଶାନ୍ତି ପାଇଁ ଏଲନ ମସ୍କ ମନୋନୀତ

ନୂଆଦିଲ୍ଲୀ: ୨୦୨୫ ନୋବେଲ ଶାନ୍ତି ପାଇଁ ଏଲନ ମସ୍କଙ୍କ ନାମ ମନୋନୀତ କରାଯାଇଛି।

ୟୁରୋପୀୟ ସଂସଦର ସ୍ଲୋଭେନିଆନ୍ ସଦସ୍ୟ ବ୍ରାଙ୍କୋ ଗ୍ରିମ୍ସ ଏନେଇ ସ୍ପଷ୍ଟ କରିଛନ୍ତି। ନୋବେଲ ଶାନ୍ତି ପାଇଁ ଏଲନ୍ ମସ୍କଙ୍କ ନାମକୁ ଏକ ଆବେଦନ ଜରିଆରେ ନରୱେଜିଆନ୍ ନୋବେଲ୍ କମିଟିକୁ ପଠାଯାଇଛି।

ଗ୍ରିମ୍ସ ତାଙ୍କ ଫେସବୁକ୍ ପୋଷ୍ଟରେ କହିଛନ୍ତି ଯେ ବାକ୍ ସ୍ୱାଧୀନତା ଏବଂ ମାନବାଧିକାର ସୁରକ୍ଷାରେ ତାଙ୍କର ଅବଦାନ ପାଇଁ ତାଙ୍କ ନାମ ଦିଆଯାଇଛି।

 

Comments are closed.