ଗ୍ରୀନଲାମଡ ଆଲାସ୍କା ଏବଂ କାନାଡାର ବରଳ ଅଂଚଳରେ ଇନ୍ୟୁଈ ଲୋକ ରୁହନ୍ତି । ଏଠି ସବୁଠୁ ବଡ କଥା, ଏମାନେ କେବେ ବି ନିଜ ପୁଅ-ଝିଅଙ୍କ ଉପରେ ରାଗନ୍ତିନି କି ବିରକ୍ତ ହୋଇ ପାଟିତୁଣ୍ଡ କରନ୍ତିନି । ଏମାନଙ୍କ ଜୀବନରେ ରାଗ ଏବଂ କ୍ରକ୍ତିର କୌଣସି ସ୍ଥାନ ନାହିଁ । ଏମାନେ ଏସବୁକୁ ଜମା ପ୍ରାଧାନ୍ୟ ଦିଅନ୍ତିନି । ତେବେ ମନର ରାଗ ରୁଷା ସବୁ ଅନ୍ୟବାଟେ ଯଥା ସମ୍ଭବ କମ ପ୍ରକାଶ କରନ୍ତି । ଫଳରେ ପିଲାମାନେ ବି ଖୁବ ଶାନ୍ତି ଏବଂ ଧୈର୍ଯ୍ୟର ସହ କିଭଳି ନିଜ କଥା ରଖା ଯାଇପାରିବ ତାହା ଶିଖନ୍ତି । ତେଣୁ ସମାଜ ବେଶ ଶାନ୍ତି ପ୍ରିୟ ରହେ । ଭାବିଲ ଦେଖି ଆମ ଘରେ, ସାହି ପଡିଶାରେ ଏବଂ ସ୍କୁଲରେ ଯଦି ଲଢେଇ-ଝଗଡା କମ ହୁଅନ୍ତା ତେବେ କେମିତି ହୁଅନ୍ତା ।
BREAKING NEWS
- ରାହୁଲ ଗାନ୍ଧୀ ଦଣ୍ଡିତ ହେବା ପରେ ପ୍ରଧାନମନ୍ତ୍ରୀ କହିଲେ, କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠୁଛି
- ନାବାଳିକା ମୃତ୍ୟୁ ପଛରେ ବଳି ସନ୍ଦେହ, ପଶ୍ଚିମବଙ୍ଗ ଡିଜିପିଙ୍କୁ ରିପୋର୍ଟ ମାଗିଲା ଏନସିପିସିଆର
- ଭକ୍ତି, ପରମ୍ପରା ଓ ସଂସ୍କୃତିର ପ୍ରତୀକ ସାହି ଯାତ
- ଝାରସୁଗୁଡ଼ାରେ ଗ୍ରାମ୍ୟ ପୋଖରୀ ଗୁଡିକର ନବୀକରଣ କରୁଛି ବେଦାନ୍ତ
- ୬ ଫୁଟ କୁକୁରକୁ ସିଂହ ଭାବି ଡ଼ରୁଛନ୍ତି ଲୋକେ, ୩ ବର୍ଷରେ ଖାଇଲାଣି ୧୦ ଲକ୍ଷ ଟଙ୍କାର ମାଂସ
- କେରଳ ନିଆରା ପର୍ବ: ଯେଉଁଥିରେ ପୁରୁଷମାନେ ମହିଳା ବେଶରେ ସଜ୍ଜିତ ହୋଇ କରନ୍ତି ପୂଜାର୍ଚ୍ଚନା
- ଆଇସିସି ଦିନିକିଆ ବିଶ୍ୱକପ: ୭ ଟିମ ସିଧାସଳଖ ହାସଲ କଲେ ଯୋଗ୍ୟତା
- ଶାହରୁଖଙ୍କ ନୂଆ ଦାମୀ କାରକୁ ନେଇ ଚର୍ଚ୍ଚା
- ୫୫୦ ପିଲାର ବାପା ହେବାରୁ ଯୁବକ ଏବେ କୋର୍ଟର ଚକ୍କର କାଟୁଛନ୍ତି
- ଟ୍ୱିନ୍ ସିଟିରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦେଇନି ରାଜ୍ୟ