Latest Odisha News

BREAKING NEWS

ଜଙ୍କ୍ ଫୁଡ୍ ଖାଇଖାଇ ଏବେ ଆଉ ଦେଖି ଶୁଣି ପାରୁନାହାନ୍ତି

ଦଶ ବର୍ଷ ଧରି କେବଳ ଜଙ୍କ୍ ଫୁଡ୍ ମୋହରେ ପଡିଥିଲେ । ଆଉ ଏବେ ଆଉ ଦେଖିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି । ବ୍ରିଟେନର ଜଣେ ୧୭ବର୍ଷ ବୟସର ନାବାଳକ ନିଜର ଦୃଷ୍ଟି ଏବଂ ଶ୍ରବଣ ଶକ୍ତି ହରାଇ ବସିଛନ୍ତି । ଗତ ୧୦ବର୍ଷ ଧରି ସେ ପ୍ରତିଦିନ ଖାଉଥିଲେ କେବଳ ଚିପସ୍, କ୍ରିସପସ୍, ହ୍ୱାଇଟ୍ ବ୍ରେଡ୍…

ଏମିତି ଜାଗା ଯେଉଁଠି ବାପା-ମାଆ ପିଲାଙ୍କ ଉପରେ ଜମା ରାଗନ୍ତିନି

ଗ୍ରୀନଲାମଡ ଆଲାସ୍କା ଏବଂ କାନାଡାର ବରଳ ଅଂଚଳରେ ଇନ୍ୟୁଈ ଲୋକ ରୁହନ୍ତି । ଏଠି ସବୁଠୁ ବଡ କଥା, ଏମାନେ କେବେ ବି ନିଜ ପୁଅ-ଝିଅଙ୍କ ଉପରେ ରାଗନ୍ତିନି କି ବିରକ୍ତ ହୋଇ ପାଟିତୁଣ୍ଡ କରନ୍ତିନି । ଏମାନଙ୍କ ଜୀବନରେ ରାଗ ଏବଂ କ୍ରକ୍ତିର କୌଣସି ସ୍ଥାନ ନାହିଁ । ଏମାନେ ଏସବୁକୁ ଜମା ପ୍ରାଧାନ୍ୟ…

ଆମ ଦେହ କେତେ ଗରମ ସହିପାରିବ!

ଓଡିଶାର ଅନେକ ଅଂଚଳରେ ଖରାଦିନେ ତାପମାତ୍ରା ୪୫ଡିଗ୍ରୀ ସେଲସିୟସ ଛୁଏଁ । ଫାରେନାଇଟରେ ମାପିଲେ ଏହା ଆମ ଦେହର ସାଧାରଣ ତାପମାନ (୯୮.୪ଡିଗ୍ରୀ ଫାରେନାଇଟ୍)ଠୁ ବେଶ ଅଧିକ (୧୧୩ ଡିଗ୍ରୀ ଫାରେନାଇଟ୍) । ରାଜସ୍ଥାନର କିଛି ସ୍ଥାନରେ ତ ପାରଦ ୫୦ଡିଗ୍ରୀ ସେଲସିୟସ ଛୁଇଁଯାଏ । ଏତେ ତାପମାନ ଆମ ଶରୀର…

ଆକାଶରେ ଲଙ୍କା ଚାଷ

ମହାକାଶରେ ଫଳିବ ଲଙ୍କା । ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ ଆସନ୍ତା ନଭେମ୍ବର ବେଳକୁ ଅନ୍ତର୍ଜାତୀୟ ସ୍ପେସ୍ ସେଂଟରରେ ଆମେରିକା ମହାକାଶଚାରୀମାନେ ଲଙ୍କା ପଳାଇବାରେ ସଫଳ ହେବେ । ଏନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଘୋଷଣା କରିଛି । ଯେଉଁ ଲଙ୍କାଗଛ ବେଶୀ ଉଚ୍ଚ ବଢୁନଥିବ…

ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା…

ଘଂଟାଏ ଆଗରୁ ଯଦି ଚନ୍ଦ୍ରଯାନ ମିଶନ ବନ୍ଦ ହୋଇନଥାନ୍ତା... ସଂପଦ ମହାପାତ୍ର ସାରା ଦେଶ ଚାହିଁ ବସିଥିଲା । ୧୫ତାରିଖ ବଡି ଭୋର ୨.୫୧ମିନିଟରେ ମହାକାଶକୁ ଯାଇଥାନ୍ତା ଚନ୍ଦ୍ରଯାନ-୨ । ହେଲେ ରାତି ୧.୫୫ମିନିଟ ଅର୍ଥାତ ପ୍ରକ୍ଷେପଣର ୫୬ମିନିଟ ଆଗରୁ ଦେଶର ବହୁ ପ୍ରତୀକ୍ଷିତ ମିଶନ ସ୍ଥଗିତ କରିବା…

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ ! ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି

ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି, ସାବଧାନ ! ସପ୍ତାହକୁ ୨୦୦୦ଖଣ୍ଡ ପ୍ଲାଷ୍ଟିକ ଟୁକୁଡା ପେଟକୁ ଯାଉଛି ସମ୍ପଦ ମହାପାତ୍ର ଆମ ଚାରିପଟେ ଯୁଆଡେ ଚାହିଁବ ସିଆଡେ ପ୍ଲାଷ୍ଟିକ । କେବଳ ସେତିକି ନୁହେଁ, ଏହା ଆମ ଖାଦ୍ୟ ଶୃଂଖଳ ଭିତରେ ପଶି ସାରିଲାଣି । ଏମତିକି ଅଜାଣତରେ ଖାଦ୍ୟ ସହ ପ୍ରତି…

ମୌସୁମୀର ଘର

ମୌସୁମୀର ଘର ସଂପଦ ମହାପାତ୍ର ମୌସୁମୀର ଜନ୍ମ କୋଉଠି? କାହିଁକି ପ୍ରତିବର୍ଷ ଠିକଣା ବେଳେ ଆସୁଛି? କେବେଠୁ ଏମିତି ଆସୁଛି? କେମିତି ଆସୁଛି? ମୌସୁମୀର ଶେଷ ଠିକଣାା କୋଉଠି? ଜୁନ ଆସିଲା ମାତ୍ରେ ସମସ୍ତଙ୍କର ଅପେକ୍ଷା, କେବେ ଆସିବ ମୌସୁମୀ । ସାଧାରଣତଃ ଜୁନ ପ୍ରଥମ ସପ୍ତାହରେ କେରଳକୁ…