Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ବାଲୁକା କଳାରେ ସୁର ସାମ୍ରାଜ୍ଞୀ ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ବାଲୁକା କଳାରେ ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି । ବାଲୁକା ଶିଳ୍ପୀ ମାନସ କୁମାର ସାହୁ କାଲୁକା କଳା ଜରିଆରେ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଲତାଙ୍କ ନିଧନ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ସେ ନିଜେ ମଧ୍ୟ ଏଥିରେ ମର୍ମାହତ ହେବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ବାଲୁକା ଆନିମେସନ କରିଛନ୍ତି । ଏହି ଆନିମେସନ ପାଇଁ ତାଙ୍କୁ ୩ ଘଣ୍ଟ। ସମୟ ଲାଗିଥିଲା ।

ସେ ଏହା ମାଧ୍ୟମରେ “Legendary Lata Mangeshkar will always live in our hearts” ର ବାର୍ତ୍ତା ଦେଇଛନ୍ତି । ତାଙ୍କ ଆମର ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ କାମନା କରି ବାଲୁକା କଳା ପ୍ରସ୍ତୁତ କରିଛନ୍ତି।

Comments are closed, but trackbacks and pingbacks are open.