Latest Odisha News

BREAKING NEWS

ଇଭିଏମ୍ ମେସିନ ଅଚଳ ଯୋଗୁଁ ଓଡିଶାର ୮୦ ବୁଥରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାର ୪ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଥିବାବେଳେ ଇଭିଏମ୍ ମେସିନ୍ ଅଚଳ ହେବା ଯୋଗୁଁ ୬ଟି ଲୋକସଭା ନିର୍ବାଚନମଣ୍ଡଳୀର ପ୍ରାୟ ୮୦ଟି ବୁଥରେ ଭୋଟଦାନରେ ବିଳମ୍ବ ଘଟିଛି ।

ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଜଗତସିଂହପୁରର ୨୩ଟି ବୁଥ୍, ବାଲେଶ୍ୱରରେ ୬ଟି, ଭଦ୍ରକରେ ୨୨ଟି, କେନ୍ଦ୍ରାପଡାରେ ୧୦ଟି, ଯାଜପୁରର ୭ ଏବଂ ମୟୁରଭଞ୍ଜର ୧୫ଟି ବୁଥରେ ଭୋଟଦାନ ବିଳମ୍ବରେ ହୋଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.